ଆତଙ୍କବାଦୀଙ୍କ ଘର ଭାଙ୍ଗିଲେ, କାଶ୍ମୀର ପଣ୍ତିତ ଏବଂ ଅଣ ମୁସଲିମ ଶ୍ରମିକଙ୍କୁ କରାଯିବ ଟାର୍ଗେଟ୍

Pahalgam Attack: ପହଲଗାମ ଆତଙ୍କୀ ଆକ୍ରମଣ ପରେ ସରକାର ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯାହା ମଧ୍ୟରୁ ଗୋଟିଏ ହେଲା କାଶ୍ମୀରରେ ଥିବା ଆତଙ୍କବାଦୀଙ୍କ ଘର ଭଙ୍ଗା ଯିବା ଘଟଣା । ବର୍ତ୍ତମାନ ଟିଆରଏଫ୍ ଏହାକୁ ଧମକ ଦେଇଛି ।

ସେନାକୁ ଚେତାବନୀ ଦେଇଛି ଲସ୍କରର ଛାୟା ସଂଗଠନ ଯଦି ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଘର ଭଙ୍ଗାଯାଏ ତେବେ ଏହାର ଦୃଢ ଯବାବ ଦିଆଯିବ । ଯଦି ଆଗକୁ ଏପରି ହୁଏ ତେବେ ଟାର୍ଗେଟ୍ ବଢିବ, ଖାସ କରି କାଶ୍ମୀର ପଣ୍ତିତ ଏବଂ ଅଣ ମୁସଲିମ ଶ୍ରମିକଙ୍କୁ ଟାର୍ଗେଟ୍ କରାଯିବ ।

Pahalgam Attack

ସେପଟେ ଅମିତ ଶାହଙ୍କ ବଡ଼ ବୟାନ । ସେ କହିଛନ୍ତି, ଆତଙ୍କୀଙ୍କୁ ଖୋଜିଖୋଜି ମରାଯିବ । ଆତଙ୍କବାଦୀଙ୍କୁ କ୍ଷମା କରାଯିବ ନାହିଁ, ତାଙ୍କ ବିରୋଧୀ ଲଢ଼େଇରେ ଆମ ସହ ସାରା ବିଶ୍ୱ ଅଛି । ଆତଙ୍କବାଦ ବିରୋଧରେ ଆମର ଜିରୋ ଟୋଲେରାନ୍ସ ନୀତି । ଆମେ ମଜବୁତର ସହ ଆମ ଲଢେଇ ଲଢିଛୁ । ଆତଙ୍କବାଦର ମୂଳୋତ୍ପାଟନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+