'ଯଦି ପାକିସ୍ତାନ ଭଲ ସମ୍ପର୍କ-ଶାନ୍ତି ଚାହୁଁନାହିଁ, ତେବେ ଆଫଗାନିସ୍ତାନ ପାଖରେ ଅନ୍ୟ ବିକଳ୍ପ ଅଛି'
ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ଆଜି ସତର୍କ କରାଇ କହିଛନ୍ତି, ଯଦି ପାକିସ୍ତାନ ଭଲ ସମ୍ପର୍କ ଏବଂ ଶାନ୍ତି ଚାହୁଁନାହିଁ, ତେବେ ଆଫଗାନିସ୍ତାନ ପାଖରେ ଅନ୍ୟ ବିକଳ୍ପ ଅଛି। ଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ ସମୟରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ କହିଛନ୍ତି' ଆଫଗାନିସ୍ତାନ ଏହାର ସାର୍ବଭୌମତ୍ୱକୁ ରକ୍ଷା କରିବ। ସେ କହିଛନ୍ତି, ପାକିସ୍ତାନର କିଛି ଗୋଷ୍ଠୀ ପରିସ୍ଥିତିକୁ ଖରାପ କରିବାକୁଚେଷ୍ଟା
କରୁଛନ୍ତି। ପାକିସ୍ତାନର ଲୋକମାନେ ଆଫଗାନିସ୍ତାନ ସହିତ ଶାନ୍ତିପୂର୍ଣ୍ଣ ସମ୍ପର୍କ ଚାହାଁନ୍ତି ବୋଲି ସେ କହିଛନ୍ତି।













Click it and Unblock the Notifications