Get Updates
Get notified of breaking news, exclusive insights, and must-see stories!

ଝାଡ଼ଖଣ୍ଡରରେ ବିସ୍ଫୋରଣ, ୩ ସିଆର୍‌ପିଏଫ୍ ଯବାନ ଆହତ

ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଜରେଇକେଲା ପୁଲିସ ଷ୍ଟେସନ ଅଧୀନ ବାଲିବା ଜଙ୍ଗଲ ଅଞ୍ଚଳରେ ବିସ୍ଫୋରଣ ଘଟିବାରୁ ୩ଜଣ ସିଆର୍‌ପିଏଫ୍ ଜବାନଙ୍କ ସମେତ କେତେକ ଆହତ ହୋଇ ଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

crpf

ଏସ୍‌ପି ଆଶୁତୋଷ ଶେଖର କହିଛନ୍ତି ସିଆର୍‌ପିଏଫ୍‌ର ଜବାନମାନେ ସକାଳୁ ତଲାସୀ ଅଭିଯାନରେ ଥିବାବେ ବଳେ ଏଭଳି ବିସ୍ଫୋରଣ ଘଟିଛି । ଉତ୍ତମ ଚିକିତ୍ସା ଦେବାଲାଗି ଯବାନମାନଙ୍କୁ ବିମାନଯୋଗେ ରାଞ୍ଚି ନିଆଯିବ ବୋଲି ଜଣାପଡିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+