ଛତିଶଗଡ଼ ବିଜାପୁରୁରେ IED ବିସ୍ଫୋରଣ, ୮ ଯବାନ ସହିଦ
Chhattisgarh News: ଛତିଶଗଡ଼ ବିଜାପୁରୁରେ IED ବିସ୍ଫୋରଣ, ୮ ଯବାନ ସହିଦ ହୋଇଥିବା ନେଇ ସୂଚନା ରହିଛି ।

କୁଟରୁ ବେନ୍ଦ୍ରେ ରାସ୍ତାରେ ବିସ୍ଫୋରଣ ଘଟିଛି । ଏହି ଭୟଙ୍କ ବିସ୍ଫୋରଣରେ ୮ ଡିଆରଜି ଯବାନ ସହିଦ ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ସମସ୍ତ ଯବାବ ଦାନ୍ତେୱାଡା ଜିଆରଜି କ୍ୟାମ୍ପର ଯେଉଁମାନେ ଜଙ୍ଗଲରେ ମାଓ ଅବରେସନ ସାରି ଫେରୁଥିୂବା ବେଳେ ବିସ୍ଫୋରଣ ଘଟିଥିଲା ।
ସୂଚନା ଅନୁସାରେ, ଗତକାଲି ସହିଦ ଯବାନ ଦାନ୍ତେୱାଡା ଜଙ୍ଗଲରେ କୁମ୍ବିଂ ଅପରେସନ୍ରେ ଯାଇଥିଲେ । ମାଓ ଅପରେସନ୍ବେଳେ ୪ ନକ୍ସଲ ନିପାତ ହୋଇଥିବା ବେଳେ ନକ୍ସଲଙ୍କ ସହ ଗୁଳିବିନିମୟରେ ଜଣେ ଡିଆରଜି ଯବାନ ମଧ୍ୟ ସହିଦ ହୋଇଥିଲେ ।












Click it and Unblock the Notifications