ପ୍ରକାଶ ପାଇଲା ICSE ପରୀକ୍ଷା ଫଳ

ICSE 2025: ଭାରତୀୟ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପରିଷଦ (CISCE) ଆଜି ଏପ୍ରିଲ 30 ତାରିଖ ସକାଳ 11 ଟାରେ ICSE (ଶ୍ରେଣୀ 10) ଏବଂ ISC (ଶ୍ରେଣୀ 12) ବୋର୍ଡ ପରୀକ୍ଷା 2025 ର ଫଳାଫଳ ଘୋଷଣା କରିଛି। ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍କୁଲଗୁଡ଼ିକ ଦୀର୍ଘ ସମୟ ଧରି ଏହି ଫଳାଫଳ ପାଇଁ ଅପେକ୍ଷା କରିଥିଲେ।

ଛାତ୍ରଛାତ୍ରୀ ମାନେ ରେଜଲ୍ଟ ସରକାରୀ ୱେବସାଇଟ୍ results.cisce.org ଏବଂ DigiLocker ରେ ଯାଞ୍ଚ କରାଯାଇପାରିବ। ICSE ଶ୍ରେଣୀ ଦଶମ ପରୀକ୍ଷା 18 ଫେବୃଆରୀ ରୁ 17 ମାର୍ଚ୍ଚ 2025 ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସେହିପରି ISC ଶ୍ରେଣୀ ଦ୍ୱାଦଶ ପରୀକ୍ଷା 13 ଫେବୃଆରୀ ରୁ 5ଏପ୍ରିଲ 2025 ପର୍ଯ୍ୟନ୍ତ ସାରା ଦେଶର ଶହ ଶହ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଫଳାଫଳ ଘୋଷଣା ହେବା ମାତ୍ରେ ସମସ୍ତଙ୍କ ନଜର ଟପର୍ ତାଲିକା ଉପରେ ମଧ୍ୟ ରହିଛି।

ICSE exam results released

ଗତ ବର୍ଷ ICSE ଦଶମ ପରୀକ୍ଷାର ପାସ ହାର 99.47% ଏବଂ ISC ଦ୍ୱାଦଶ ପରୀକ୍ଷାର ପାସ ହାର 98.19% ରହିଥିଲା । ଉଭୟ ଶ୍ରେଣୀରେ ଝିଅମାନଙ୍କ ପ୍ରଦର୍ଶନ ପୁଅମାନଙ୍କ ତୁଳନାରେ ଭଲ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+