Get Updates
Get notified of breaking news, exclusive insights, and must-see stories!

ଲଣ୍ଡନରେ ଗାନ୍ଧୀଙ୍କ ମୂର୍ତ୍ତି ଭଙ୍ଗା ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି କଲେ ଭାରତୀୟ ହାଇକମିଶନ

ଗାନ୍ଧୀ ଜୟନ୍ତୀ ସମାରୋହ ପାଳନର ୨ ଦିନ ପୂର୍ବରୁ ଲଣ୍ଡନର ଟାଭିଷ୍ଟକ୍‍ ସ୍କୋୟାରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଛି । ବ୍ରୋଞ୍ଜ ପ୍ରତିମୂର୍ତ୍ତିର ଆଧାର ସ୍ତମ୍ଭରେ ଆକ୍ରମଣାତ୍ମକ ଭାରତ ବିରୋଧୀ ଆଲେଖ୍ୟ ଦ୍ୱାରା ଆଚ୍ଛାଦିତ କରାଯାଇଛି ।

gandhi statue in london

ଏହି ଘଟଣାକୁ ଭାରତର ହାଇ କମିଶନ ତୀବ୍ର ନିନ୍ଦା କରିବା ସହ ଏଭଳି କାର୍ଯ୍ୟ ଲଜ୍ଜାଜନକ ଏବଂ ଶାନ୍ତି ଓ ଅହିଂସାର ଆଦର୍ଶ ଉପରେ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି । ଲଣ୍ଡନ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+