ସମ୍ପତ୍ତି ସୂଚନା ଦେବାକୁ IAS ଅଫିସର୍ଙ୍କୁ ତାଗିଦ, ନହେଲେ ପଦୋନ୍ନତି ବନ୍ଦ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ
ସମ୍ପତ୍ତି ବିବରଣୀ ନଦେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ସମସ୍ତ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ତାଗିଦ୍। ଜାନୁଆରୀ ପହିଲାରୁ ୩୧ ତାରିଖ ଭିତରେ ସମ୍ପତ୍ତି ବିବରଣୀ ଦେବାକୁ ନିର୍ଦ୍ଦେଶ। ନହେଲେ ପଦୋନ୍ନତି ବନ୍ଦ ସହ ଅନ୍ୟ ଶୃଙ୍ଖାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ। ମୁଖ୍ୟ ଶାସନ ସଚିବଙ୍କୁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର (ଡିଓପିଟି) ଚିଠି। ସମସ୍ତ ଆଇଏଏସ୍ ଅଧିକାରୀଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ।













Click it and Unblock the Notifications