ମନି ଲଣ୍ଡ୍ରିଂ ମାମଲାରେ ଆଇଏଏସ ପୂଜା ସିଂଘଲ ନିଲମ୍ବିତ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡି ଦ୍ବାରା ଗିରଫ ଝାଡଖଣ୍ଡ ଖଣି ସଚିବ ପୂଜା ସିଂଘଲ ନିଲମ୍ବିତ । ବୁଧବାର ତାଙ୍କୁ ଗିରଫ କରାଯାଇଥଲା ।

ରାଞ୍ଚି: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡି ଦ୍ବାରା ଗିରଫ ଝାଡଖଣ୍ଡ ଖଣି ସଚିବ ପୂଜା ସିଂଘଲ ନିଲମ୍ବିତ । ବୁଧବାର ତାଙ୍କୁ ଗିରଫ କରାଯାଇଥଲା । ଆଜି ସରକାର ପୂଜାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

Pooja singhal

ସୂଚନା ଅନୁସାରେ,ପୂଜାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରୁ ପ୍ରାୟ 20 କୋଟି ଟଙ୍କା ଜବତ ହୋଇଥିଲା। ଏହାପରେ ଇଡି ପୂଜାଙ୍କ ବାସଭବନରେ ଚଢାଉ କରିବା ସହ କିଛି ଘଣ୍ଟା ଜେରା କରିବା ପରେ ତାଙ୍କୁ ଗିରଫ କରିଥିଲା।

ଏହାଛଡା କ୍ଷମତାର ଅପବ୍ୟବହାର କରି ମନରେଗା ଯୋଜନାରେ ଅର୍ଥ ହଡପ ଅଭିଯୋଗ ମଧ୍ୟ ରହିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ ତାଙ୍କ ଗିରଫ ପରେ ସିଂଘଲଙ୍କ ବିରୋଧରେ ସମସ୍ତ 'ସମ୍ଭାବ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ' ଗ୍ରହଣ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+