ଯୁଦ୍ଧାଭ୍ୟାସ ଆରମ୍ଭ କଲା ବାୟୁସେନାର ରାଫେଲ୍ ଓ ସୁଖୋଇ ୩୦
ଯୁଦ୍ଧାଭ୍ୟାସ ଆରମ୍ଭ କଲା ବାୟୁସେନାର ରାଫେଲ୍ ଓ ସୁଖୋଇ ୩୦। ଭାରତୀୟ ବାୟୁସେନାର ସ୍ବତନ୍ତ୍ର ଯୁଦ୍ଧାଭ୍ୟାସ 'ଆକ୍ରମଣ' ଆରମ୍ଭ । ଭାରତ-ପାକିସ୍ତାନ ଉତ୍ତେଜନା ଦୃଷ୍ଟିରୁ ବାୟୁସେନାର ଅଭ୍ୟାସ । ଅମ୍ବାଲା ଓ ହସିମରା ଏୟାରବେସ୍ରୁ ଯୁଦ୍ଧାଭ୍ୟାସ ।ପୂର୍ବ ଭାଗରେ ଥିବା ଏୟାରବେସ୍ରୁ ବାୟୁସେନାକୁ ସ୍ଥାନାନ୍ତର ପ୍ରକ୍ରିୟା ।ସ୍ଥଳଭାଗରେ ଆକ୍ରମଣ ପାଇଁ ହୋଇପାରେ ଫାଇଟର୍ ଜେଟ୍ ବ୍ୟବହାର । ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳରେ ପହଞ୍ଚିବାକୁ ସମରାଭ୍ୟାସ ।













Click it and Unblock the Notifications