ଆସନ୍ତାକାଲି ଭାରତ-ପାକିସ୍ତାନ ସୀମାରରେ ସମରାଭ୍ୟାସ କରିବ ଭାରତୀୟ ବାୟୁସେନା

କାଲି ଭାରତୀୟ ବାୟୁସେନାର ସମରାଭ୍ୟାସ । ସମରାଭ୍ୟାସରେ ଭାଗ ନେବେ ରାଫେଲ, ମିରେଜ୍-୨୦୦୦, ସୁଖୋଇ-୩୦ । ଭାରତ-ପାକିସ୍ତାନ ସୀମାର ମରୁଭୂମି ଅଞ୍ଚଳରେ ସମରାଭ୍ୟାସ କରାଯିବ । ବାୟୁ ସେନା ପାଖରେ ଥିବା ଅନ୍ୟ ଲଢ଼ୁଆ ବିମାନ ମଧ୍ୟ ଏହି ସମରାଭ୍ୟାସରେ ସାମିଲ ହେବେ ।

NOTAM ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ICAO)ର ମାନଦଣ୍ଡ ଅନୁଯାୟୀ ଜାରି କରାଯାଏ ଏବଂ ଉଡ଼ାଣ ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ସେପଟେ ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ସୋମବାର ଗୃହ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ନାଗରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି।

IAF to begin large-scale drills over desert areas near India-Pakistan border on May 7

ଆସନ୍ତାକାଲି ଦେଶର ୨୪୪ଟି ଜିଲ୍ଲାରେ ସମ୍ଭାବ୍ୟ ଯୁଦ୍ଧକୁ ନଜରରେ ରଖି ମକ୍ ଡ୍ରିଲ୍ କରାଯିବ। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ନାଗରିକମାନଙ୍କୁ ତାଲିମ ଦେବାକୁ ଏହି ମକ ଡ୍ରିଲ କରାଯିବ । ମକ୍ ଡ୍ରିଲରେ ସାଇରନ୍ ପରୀକ୍ଷା ଏବଂ ବ୍ଲାକଆଉଟ୍ ପରିଚାଳନା ଅଭ୍ୟାସ ଅନ୍ତର୍ଭୁକ୍ତ । ୫୪ ବର୍ଷ ପରେ ଦେଶରେ ପ୍ରଥମ ଥର ପାଇଁ ମକ୍ ଡ୍ରିଲ୍ କରାଯାଉଛି। ପୂର୍ବରୁ ୧୯୭୧ ମସିହାରେ ଭାରତ-ପାକ୍ ଯୁଦ୍ଧ ସମୟରେ ବଡ଼ ଧରଣର ମକ୍ ଡ୍ରିଲ୍ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+