Get Updates
Get notified of breaking news, exclusive insights, and must-see stories!

କ୍ରାସ୍ ହେଲା ବାୟୁସେନାର ଯୁଦ୍ଧ ବିମାନ 'ତେଜସ୍, ଏୟାର୍ ସୋ'ରେ କ୍ରାସ୍ ହେଲା ତେଜସ୍‌

ଦୁବଇ ବିମାନ ସୋ'ରେ ଏକ ତେଜସ ବିମାନ ଉଡାଣ ବେଳ ଦୁର୍ଘଟଣା ଗ୍ରସ୍ତ ହୋଇ ଜଳିଯାଇଛି । ଏହି ବିମାନଟି ଆକାଶରୁ ହଠାତ୍‌ ତଳ ଆଡକୁ ଖସି ଆସିଥିଲା । ତଳେ ପଡିବା ପରେ ଏଥିରେ ବିସ୍ଫୋରଣ ହୋଇଥିଲା । ସ୍ଥାନୀୟ ସମୟ ଦିନ ୨ଟା ୧୦ରେ ଏହି ଦୁର୍ଘଟଣା ଘଟିଛି ।

jet Tejas

ପୂର୍ବରୁ ରାଜସ୍ଥାନ ଜୈସଲମେରରେ ଏହି କ୍ରାସ୍‌ ହୋଇଥିଲା । ୨୦୨୪ ମସିହାରେ ତେଜସ୍‌ ଉଡାଣ ଭରିବା ସମୟରେ କ୍ରାସ ହୋଇଥିଲା । ଏହି ଯୁଦ୍ଧ ବିମାନଟି ହାଲକା ଏବଂ ବହୁ କ୍ଷିପ୍ରଗତିରେ ଯାଇପାରେ । ହିନ୍ଦୁସ୍ତାନ ଏରୋନଟିକାଲ୍‌ ଲିମିଟେଡ୍‌ , ହାଲ୍‌ ଏହାକୁ ବିକଶିତ କରିଛି ।

ଦୁବଇରେ ଏବେ ଅନ୍ତର୍ଜାତୀୟ ଏୟାର ସୋ ଚାଲିଛି । ଏହା ୧୯୮୬ ମସିହାରେ ଆରମ୍ଭ ହୋଇଥିଲା । ଏହା ନାଗରିକ ବିମାନର ଏକ ଛୋଟ ମେଳା ପରି ଆୟୋଜନ କରାଯାଉଥିଲା । ପ୍ରଥମଥର ଆୟୋଜନରେ କେବଳ ୨୫ଟି ବିମାନ ପହଞ୍ଚିଥିଲେ । ଏବେ ଏହା ବିଶ୍ୱର ସବୁଠାରୁ ବଡ ଏୟାର ସୋ ବନି ସାରିଛି । ଏଥିରେ ୧୫୦୦ରୁ ଅଧିକ ପ୍ରଦର୍ଶକ ଏବଂ ୨୦୦ରୁ ଅଧିକ ଉନ୍ନତ ବିମାନ ପହଞ୍ଚିଛି ।

More From
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+