Get Updates
Get notified of breaking news, exclusive insights, and must-see stories!

ରିଲିଫ୍ ପକାଇବାକୁ ଯାଇଥିଲା ବିମାନ, ପାଣିକୁ ଖସିପଡ଼ିଲା ହେଲିକପ୍ଟର

ପାଟ୍‌ନା : ଦୁର୍ଘଟଣା ହେଲା ସେନା ବିମାନ । ବାୟୁସେନାର ଏକ ହେଲିକପ୍ଟର ଖସିପଡ଼ିଛି ପାଣିକୁ । ସୁଚନାନୁସାରେ ବିହାରର ମୁଜାଫରପୁରରେ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଛି ।

IAF chopper crash

କୁହାଯାଉଛି, ଏହି ହେଲିକପ୍ଟରଟି ବନ୍ୟା ରିଲିଫ୍ ସାମଗ୍ରୀ ନେଇ ପକାଇବାକୁ ଯାଇଥିବା ବେଳେ ମୁଜାଫରପୁରର ଅରାଇସ୍ଥିତ ଘନଶ୍ୟାମପୁରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ଦୁଇଜଣ ପାଇଲଟଙ୍କ ସମେତ ୩ ଜଣ କର୍ମଚାରୀ ଥିଲେ। ତେବେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+