ଆପଣଙ୍କ ସ୍ନେହ ଏବଂ ଭଲ ପାଇବା ମୁଁ ବିକାଶ ରୂପରେ ଫେରାଇବି, ଜାଣନ୍ତୁ ଏପରି କ'ଣ କହିଲେ ପ୍ରଧାନମନ୍ତ୍ରୀ
PM Modi in Telangana: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ରମାଗତ ଦ୍ୱିତୀୟ ଦିନ ତେଲେଙ୍ଗାନାରେ ଗସ୍ତରେ ଅଛନ୍ତି । ମଙ୍ଗଳବାର ଦିନ ସେ ସାଙ୍ଗରେଡିରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ଆଜି ମୁଁ କ୍ରମାଗତ ଦ୍ୱିତୀୟ ଦିନ ତେଲେଙ୍ଗାନାରେ ଅଛି । ତେଲେଙ୍ଗାନାର ଲୋକଙ୍କ ମଧ୍ୟରେ ମୁଁ ବିଜେପି ପାଇଁ ଖୁବ୍ ଉତ୍ସାହ ଦେଖିପାରୁଛି ।













Click it and Unblock the Notifications