ମୁଁ ବି ଭୁଲ କରେ, ମୁଁ ମଣିଷ ଦେବତା ନୁହେଁ ; କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିରୋଧାର ସହପ୍ରତିଷ୍ଠାତା ନିଖିଲ କାମାଥଙ୍କ ସହ ପୋଡକାଷ୍ଟରେ ଡେବ୍ୟୁ କରିଛନ୍ତି । ପୋଡକାଷ୍ଟର ଉପସ୍ଥାପକ ନିଖିଲ କାମାଥ ନିଜର ଏକ୍ସ ହ୍ୟାଣ୍ଡେଲରେ ଟ୍ରେଲର୍ ଜାରି କରିଛନ୍ତି । ୨ ମିନିଟ୍ ୧୩ ସେକେଣ୍ଡର ଏହି ପୋଡକାଷ୍ଟର ଇଣ୍ଟରଭ୍ୟୁ ଟ୍ରେଲରରେ ପିଏମ୍ ମୋଦୀ ଅନେକ ପ୍ରଶ୍ନର ଜବାବ ଦେଇଛନ୍ତି । ଖୁବଶୀଘ୍ର ଏହି ପୋଡକାଷ୍ଟର ନିଖିଲ କାମାଥଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରସାରଣ ହେବ । ଏଥିରେ ପିଏମ୍ ମୋଦୀଙ୍କୁ ନିଖିଲ କାମାଥଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଖୋଲାଖୋଲି ଆଲୋଚନା କରୁଥିବା ଦେଖିବାକୁ ଓ ଶୁଣିବାକୁ ମିଳିବ।

Narendra Modi

ଆଲୋଚନା ସମୟରେ ମୋଦୀ କହିଥିଲେ, 'ଏହା ମୋର ପ୍ରଥମ ପୋଡକାଷ୍ଟ ଜାଣି ନାହିଁ ଏହା ଦର୍ଶକଙ୍କୁ କେତେ ଭଲ ଲାଗିବ। ରାଜନୀତିକୁ ଆସିବାକୁ ଚାହୁଁଥିବା ଯୁବପିଢ଼ିଙ୍କୁ ଏତିକି ପରାମର୍ଶ ଦେବି ‌ସେମାନେ ଲକ୍ଷ୍ୟ ନେଇ ଆସିବା ଦରକାର, ଆଶ ନେଇ ନୁହେଁ ।

ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହେଲି, ମୋର ଗୋଟିଏ ଭାଷଣ ଥିଲା, ଯେଉଁଥିରେ ମୁଁ କହିଥିଲି ଭୁଲ ହୁଏ, ମୋ ଦ୍ୱାରା ବି ଭୁଲ ହେଉଥିବ ଓ ହୋଇଛି ମଧ୍ୟ। ମୁଁ ବି ଜଣେ ମଣିଷ, କୌଣସି ଦେବତା ନୁହେଁ ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+