ଆଜି ଦିନ ୧୧ଟାରେ ହଜାର ହେବେ ଆଲ୍ଲୁ ଅର୍ଜୁନ !
Allu Arjun News: ଆଜି ଦିନ ୧୧ଟାରେ ହଜାର ହେବା ପାଇଁ ଆଲ୍ଲୁ ଅର୍ଜୁନଙ୍କୁ ନୋଟିସ୍ ଜାରି କରାଯାଇଛି । ପୁଷ୍ପା-2 ପ୍ରିମିୟର ଶୋ'ରେ ଦଳାଚକଟା ମାମଲାକୁ ନେଇ ହେବ ପଚରାଉଚରା । ପୁଷ୍ପା-2 ଷ୍ଟାରଙ୍କୁ ହାଇଦ୍ରାବାଦ ପୋଲିସ ନୂଆ ନୋଟିସ୍ ଜାରି କରିଥିବା ନେଇ ସୂଚନା ରହିଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପୁଷ୍ପା-2 ପ୍ରିମିୟର ଶୋ' ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନାବାଳକ ଗୁରୁତର ଆହତ ହୋଇଥିଲେ । ଅଭିନେତା ମୃତ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ମଧ୍ୟ ଦେଇଥିଲେ । ତେବେ ଏହି ମାମଲାରେ ଆଲ୍ଲୁ ଅର୍ଜୁନଙ୍କୁ ଗିରଫ ମଧ୍ୟ କରାଯାଇଥିବା ବର୍ତ୍ତମାନ ସେ ଜାମିନରେ ଆସିଛନ୍ତି।












Click it and Unblock the Notifications