ସୋସିଆଲ ମିଡିଆ ପୋଷ୍ଟରେ ପିଏମ ମୋଦି,ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧମକ, ଜଣେ ଗିରଫ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ଧମକଭରା ପୋଷ୍ଟ । ଏହି ମାମଲାରେ ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଆଜି ପୋଲିସ ଗିରଫ କରିଛି।
ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ଧମକଭରା ପୋଷ୍ଟ । ଏହି ମାମଲାରେ ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଆଜି ପୋଲିସ ଗିରଫ କରିଛି।

ହାଇଦ୍ରାବାଦର ମୋଘଲପୁରା ପୋଲିସ ନିଜେ ଅବଦୁଲ ମାଜିଦଙ୍କ ବିରୋଧରେ ପ୍ରଦାହକାରୀ ପୋଷ୍ଟ ପାଇଁ ଏକ ମାମଲା ରୁଜୁ କରି ବୁଧବାର ଦିନ ତାଙ୍କୁ ଗିରଫ କରିଛି । ତାଙ୍କୁ ଏକ ସ୍ଥାନୀୟ ଅଦାଲତରେ ହାଜର କରାଯାଇଛି।ମାମଲାର ଶୁଣାଣି ପରେ ମାଜିଦଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।












Click it and Unblock the Notifications