ପାରିବାରିକ ଝଗଡାର କରୁଣ, ୫ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ମାରିଲା ସ୍ବାମୀ

ଗ୍ରେଡର ନୋଏଡା ପରେ ହାଇଦ୍ରାବାଦରୁ ଆସିଲା ଆଉ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ପାରିବାରିକ ଝଗଡ଼ା ପରେ ୫ ମାସର ଗର୍ଭବତୀ ପତ୍ନୀକୁ ମାରି କାଟି ଫିଙ୍ଗିଦେଲା ସ୍ବାମୀ। ମୃତ ମହିଳା ଜଣକ ୨୧ ବଷୀୟା ହୋଇଥିବା ବେଳେ ସଇତାନ ସ୍ବାମୀ ଜଣକର ବୟସ ୨୭ ବର୍ଷ ।

Husband beats

ପୁଲିସ୍ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି । ସେପଟେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଘଟିଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ମୃତକ ନିକ୍କିଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି । ନିକିଙ୍କ ଶାଶୁବି ଗିରଫ ହୋଇଛନ୍ତି। ୩୫ ଲକ୍ଷ ଟଙ୍କାର ଯୌତୁକ ପାଇଁ ନିକ୍କିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+