ମତଦାନ ବେଳେ ଆଙ୍ଗୁଠିରେ ଲଗାଯାଉଥିବା କାଳି କାହିଁକି ଶୀଘ୍ର ଛଡ଼େ ନାହିଁ?
୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଖୁବ୍ କମ୍ ଦିନ ରହିଛି ବାକି । ଏଥିଲାଗି ବର୍ତ୍ତମାନ ଦେଶରେ ଏବେ ରାଜନୈତିକ ମାହୋଲ ରହିଛି ବେସ୍ ସରଗରମ । ନିର୍ବାଚନକୁ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ବୋଲି କୁହାଯାଏ । ଏହି ପବର୍ରେ ମତଦାତା ମାନେ ଅଧିକ ସଂଖ୍ୟାରେ ଭାଗନେବା ଆବଶ୍ୟକ ।
ଏବେ ମତଦାନ ସମ୍ବନ୍ଧିୟ ଏକ ପ୍ରଶ୍ନ ସୋସିଆଲ ମିଡିଅୋର ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରଶ୍ନ ହେଉଛି ମତଦାନ ପେର ଆଙ୍ଗୁଳେିର ଲଗାଯାଉଥିବା କାଳି ସହଜରେ କାହିଁକି ଛାଡ଼େନାହିଁ? କେଉଁ ଜିନିଷରୁ ଏହା ତିଆରି ହୋଇଥାଏ ? ତେବେ ଆସନ୍ତୁ ଏହା ବିଷୟରେ ଅଧିକ ଜାଣିବ ।
ପ୍ରକୃତେର ଲୋକମୋନ ଭୋଟ ଦେଇସାରିବା ପେର ହାତ ଆଙ୍ଗୁଳିରେ ନୀଳ ରଙ୍ଗର କାଳି ଲଗାଯାଏ । ଆଙ୍ଗୁଳିରେ ଏହି କାଳି ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ ଯାହା ଲିଭି ନଥାଏ । ଥରେ ଭୋଟ ଦେବା ପରେ ଜଣେ ବ୍ୟକ୍ତି ଯେପରି ଆଉଥରେ ଭୋଟ ନେଦଇ ପାରିବ ସେଥିପାଇଁ ଏପରି କରାଯାଏ । ରେିପାର୍ଟ ମୁତାବକ ନିର୍ବାଚନରେ ବ୍ୟବହାର କରାଯାଉଥିବା କାଳି ଭାରତରେ ମାତ୍ର ଗୋଟିଏ କମ୍ପାନୀ ତିଆରି କେର ।

ମୈସୁର ପେଣ୍ଟ ଏଣ୍ଡ ବାର୍ନିସ ଲିମେିଟଡ ନାମକ ଏକ କମ୍ପାନୀ ଏହି ନୀଳ ରଙ୍ଗର କାଳି ଉତ୍ପାଦନ କରେ । ଏମବିପିଏଲ ନାମକ ଏହି କମ୍ପାନୀ ଏହି କାଳିକୁ ଖୁଚୁରାରେ ବିକ୍ରି କରେ ନାହିଁ । କିନ୍ତୁ ଏହି କାଳିକୁ ସରକାର କିମ୍ବା ନିର୍ବାଚନ ସହ ଯଡ଼ିତ ଏଜେନ୍ସି କିଣିଥାଆନ୍ତି । ଏହି କମ୍ପାନୀ ଭାରତର ଏହି ଫୁଲପୃଫ କାଳିର ଏକ ମାତ୍ର ଅଧିକୃତ ଯୋଗଣକାରୀ ଅଟେ ।
ଏହି କମ୍ପାନୀ ପାଖରେ ୧୯୬୨ ମସିହାରୁ ରାଷ୍ଟ୍ରୀୟ ଅନୁସନ୍ଧାନ ବିକାସ ନିଗମ ଦ୍ୱାରା ଦିଆଯାଇଥିବା ବିଶେଷ ଲାେଇସନ୍ସ ରହିଛି । ୧୯୬୨ ରେ ଭାରତୀୟ ନିର୍ବାଚନ ଅୋୟାଗ ଆଇନ ମନ୍ତ୍ରଣାଳୟ, ରାଷ୍ଟ୍ରୀୟ ଭୌତିକ ପ୍ରେୟାଗଶାଳା ଓ ଏହି ନିଗମ ସହଯୋଗରେ କମ୍ପାନୀ ସହିତ ନିର୍ବାଚନ ପାଇଁ ଏହି କାଳିର ଯୋଗାଣ ପାଇଁ ବୁଝାମଣା କରାଯାଇଥିଲା । ଏହି ନିଳ ରଙ୍ଗର କାଳିକୁ ବନାଇବା ପାଇଁ ସିଲଭର ନାଇଟ୍ରେଡ ନାମକ ରାସାୟନିକ ପଦାଥର୍ର ବ୍ୟବହାର କରାଯାଏ ।
କାଳି ଲାଗିଲା ପରେ ଏଥରେ ଥିବା ସିଲଭର ନାେଇଟ୍ରଡ ଶରୀରରେ ଥିବା ଲବଣାଂଶ ସହ ମିଶି ସିଲଭର କ୍ଲୋରାଇଡେର ପରିଣତ ହୁଏ । ଯେବେ ସିଲଭର କ୍ଲୋରାଇଡ ପାଣିରେ ମିଶେ ସେତେବେଳେ ଏହା ତ୍ୱଚାରେ ଲାଖିଯାଏ । ଯେପରି ଏହି କାଳି ପାଣି ସଂସ୍ପର୍ଶରେ ଆସେ ଏହାର ରଙ୍ଗ ପରିବତ୍ତର୍ନ ହୋଇ କଳା ହୋଇଯାଏ । ପରେ ଏହା ହାତରୁ ଶୀଘ୍ର ଲିଭେ ନାହିଁ । ସେଥିପାଇଁ ଅତିକମରେ ୭୨ ଘଣ୍ଟା ପର୍ଯ୍ୟନ୍ତ ଏହି କାଳି ତ୍ୱଚାରୁ ଛାଡ଼େ ନାହିଁ ।
ଯେତେବେଳେ ଧିରେ ଧିରେ ତ୍ୱଚାର କୋଷ ପୁରୁଣା ହୋଇାଯାଏ ସେହି ସମୟରେ ଏହି କାଳି ଛାଡ଼ିଥାଏ । ଏହି କାଳିକୁ ଲୋକମାନେ ଇଲକସନ ଇଙ୍କ ବା ଇଣ୍ଡଲିବଲ ଇଙ୍କ ନାମରେ ଜାଣିଛନ୍ତି । ଦେଶରେ ପ୍ରଥମେ ସାଧାରଣ ନିର୍ବାଚନରେ କାଳି ବ୍ୟବହାର ହେଉନଥିଲା । ନିର୍ବାଚନ ଅୟୋଗ ପୁନଃ ମତଦାନକୁ ରୋକିବା ପାଇଁ ଏଭଳି ଏକ କାଳିର ବ୍ୟବହାର କରିବା ପାଇଁ ନିଷ୍ପତି ନେଇଥିଲା । ପେର ୧୯୬୨ମସିହା ଠାରୁ ଏହାର ବ୍ୟବହାର କରାଯାଉଛି । ସୂଚନା ମୁତାବକ କାଳି ତିଆରି କରୁଥିବା ଏହି କମ୍ପାନୀ ଭାରତ ବ୍ୟତିତ ଅନ୍ୟ ଦେଶମାନଙ୍କୁ ମଧ୍ୟ ନିର୍ବାଚନୀ କାଳି ଯୋଗାଇଥାଏ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications