ରାଜସ୍ଥାନ ଜାମୱାରାମଗଡ଼ରେ ଭୟଙ୍କର କାର୍‌ ଦୁର୍ଘଟଣା ; ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ

ରାଜସ୍ଥାନ ଜାମଓ୍ବାରାମଗଡରେ ଭୟଙ୍କର ଦୁର୍ଘଟଣା ଘଟିଛି। କାର୍ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରାଜସ୍ଥାନ ମନୋହରପୁର ଦୌସା ଜାତୀୟ ରାଜପଥରେ ଆଜି ସକାଳେ ଏକ ଟ୍ରଲର୍ ଦ୍ରୁତ ଗତିରେ ଆସୁଥିବାବେଳେ ଏକ କାର୍ କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ମନ୍ଦିର ଦର୍ଶନ ପାଇଁ ଯାଉଥିବାବେଳେ ଏଭଳି ଅଘଟଣ ଘଟିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

accident
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+