ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ଵାଗତ କରିବା ଏକ ସମ୍ମାନର ବିଷୟ: ଆମେରିକାର ଗୁଇନ୍ଦା ମୁଖ୍ୟ ତୁଳସୀ ଗାବାର୍ଡ

ଆମେରିକାର ନ୍ୟାଶନାଲ୍ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ତୁଳସୀ ଗାବାର୍ଡ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାରେ ସ୍ଵାଗତ କରିବା ଏକ ସମ୍ମାନର ବିଷୟ । ଦୁଇଦେଶ ମଧ୍ୟରେ ବନ୍ଧୁତ୍ଵକୁ ଅଧିକ ମଜବୁତ ଓ ନିବିଡ଼ କରିବା ନେଇ ସେ ଆଶା ପୋଷଣ କରିଛନ୍ତି। ନିକଟରେ ଓ୍ବାଶିଂଟନ୍ ଡିସିରେ ଅନୁଷ୍ଠିତ ବୈଠକ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ପୋଷ୍ଟ ଉପରେ ପ୍ରତିକ୍ରିୟା ରଖ୍ ଗାବାର୍ଡ ଏହା କହିଛନ୍ତି ।

pm modi

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ ଗାବାର୍ଡଙ୍କୁ ଭେଟି ଭାରତ ଓ ଆମେରିକା ମଧ୍ୟରେ ଥୁବା ବନ୍ଧୁତ୍ବର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+