ପହଲଗାମ୍ ଆକ୍ରମଣସ୍ଥଳରେ ଗୃହମନ୍ତ୍ରୀ ଅମିତ ଶାହା

ପହଲଗାମ୍ ଆକ୍ରମଣସ୍ଥଳରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଯେଉଁଠି କାଲି ଆଖିବୁଜା ଗୁଳିମାଡ କରି ୨୬ ଜଣଙ୍କ ପ୍ରାଣ ନେଇଛନ୍ତି ଆତଙ୍କୀ ସେଇଠି ଆଜି ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଅମିତ ଶାହା । ତେବେ ସ୍ବତନ୍ତ୍ର ବିମାନରୁ ଓହ୍ଲାଇ ହମଲା ସ୍ଥଳ ଚାଲିଚାଲି ବୁଲିଛନ୍ତି ଶାହା । କଡା ସୁରକ୍ଷା ବଳୟ ଭିତରେ ଶାହା ଆକ୍ରମଣସ୍ଥଳର ଯାଞ୍ଚ କରିଛନ୍ତି ।

amit shah

କିଛି ସମୟ ଆଗରୁ ପହଲଗାମ୍ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ପର୍ଯ୍ଯଟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଶାହା । ୨୬ ଜଣ ପର୍ୟ୍ୟଟକଙ୍କୁ ଶାହା ଶ୍ରଦ୍ଧା ସୁମନ ଅର୍ପଣ କରିଥିବା ଏବେ ଆକ୍ରମଣସ୍ଥଳରେ ପହଞ୍ଚିଛନ୍ତି । ତେବେ ସେଠାରୁ ଶାହା ପହଲଗାମ୍ ମୃତକଙ୍କ ପରିବାରକୁ ଭେଟିବେ ଏବଂ ସେମାନଙ୍କୁ ସମବେଦନା ଜଣାଇବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+