Holi 2025: ହୋଲି ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ହୋଲି ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଆନନ୍ଦ ଓ ସୁଖରେ ପରିପୂର୍ଣ୍ଣ ହେଉ ପବିତ୍ର ହୋଲି ବୋଲି କହିଲେ ମୋଦି ।

ସମସ୍ତଙ୍କ ଜୀବନରେ ନୂତନ ଉତ୍ସାହ ଓ ଶକ୍ତି ଯୋଗାଉ ବୋଲି କହିଲେ ମୋଦି । ହୋଲି ଦେଶବାସୀଙ୍କ ଏକତାରେ ରଙ୍ଗ ଭରିଦେଉ ବୋଲି ସେ ଲେଖିଛନ୍ତି।

Prime Minister Modi extends greetings on Holi
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+