କ୍ରମାଗତ ଭାବରେ ବୃଦ୍ଧି ପାଉଛି HMPV ଭାଇରସ
ଚୀନରୁ ଭାରତକୁ ବ୍ୟାପିଲା 'ହ୍ୟୁମାନ ମେଟାନ୍ୟୁମୋଭାଇରସ'(human metapneumovirus) ବା HMPV ଭାଇରସ । ବର୍ତ୍ତମାନ ସୁଦ୍ଧା ୭ ଜଣ ଏହି ଭୂତାଣୁର ଶିକାର ହୋଇଛନ୍ତି । ତେବେ କେନ୍ଦ୍ର ସରକାର କହିଛନ୍ତି ଯେ ମାମଲା ବୃଦ୍ଧି କୋଭିଡ ପରି ପରିସ୍ଥିତି ସୃଷ୍ଟି କରିବ ନାହିଁ। ବେଙ୍ଗାଲୁରୁ, ନାଗପୁର ଏବଂ ତାମିଲନାଡୁରେ ଦୁଇଟି ଲେଖାଏଁ ଏବଂ ଅହମ୍ମଦାବାଦରେ ଏକ ମାମଲା ସାମ୍ନାକୁ ଆସିଛି।

HMPVକୁ ନେଇ ବିଶେଷଜ୍ଞଙ୍କ ପରାମର୍ଶ:
ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋଏଲ ଜନସାଧାରଣଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, " HMPV ଅନ୍ୟ ଶ୍ବାସକ୍ରିୟା ଜନିତ ସମସ୍ୟା ସହିତ ସମାନ, ଯାହା ଥଣ୍ଡା ଭଳି ଲକ୍ଷଣ ଦେଖାଯାଏ । ଏହା ଯୁବ ଏବଂ ବୃଦ୍ଧଙ୍କଠାରେ ଫ୍ଲୁ ଭଳି ଲକ୍ଷଣ ଦେଖା ଦେଇପାରେ । ଯଦି କାଶ କିମ୍ବା ଥଣ୍ଡା ଲକ୍ଷଣ ଅନୁଭବ କରିୁଛନ୍ତି, ତେବେ ଅନ୍ୟମାନଙ୍କଠାରୁ ଦୂରେଇ ରୁହନ୍ତୁ । ଥଣ୍ଡା ଜ୍ବର ହେଲେ ମେଡିସିନ ମଧ୍ୟ ଖାଇ ପାରିବେ । ''
More From












Click it and Unblock the Notifications