ପଶ୍ଚିମବଙ୍ଗ ମୁର୍ଶିଦାବାଦ ଦଙ୍ଗାରେ ହିନ୍ଦୁ ବାପପୁଅଙ୍କୁ ହତ୍ୟା ଘଟଣା ; ଝାରସୁଗୁଡ଼ାରୁ ୨ ଗିରଫ
ପଶ୍ଚିମବଙ୍ଗ ମୁର୍ଶିଦାବାଦ ଦଙ୍ଗାରେ ହିନ୍ଦୁ ବାପପୁଅଙ୍କୁ ହତ୍ୟା ଘଟଣା । ଝାରସୁଗୁଡ଼ା ବନହରପାଲି ଥାନା ଅଞ୍ଚଳରୁ ୨ ଅଭିଯୁକ୍ତ ଗିରଫ । ବାନି ଇସ୍ରାଏଲ, ସେଫାଉଲ୍ ହକ୍ ଗିରଫ ।

ମୁର୍ଶିଦାବାଦରେ ଦଙ୍ଗା ପରେ ଝାରସୁଗୁଡ଼ା ଆସି ଆତ୍ମଗୋପନ କରିଥିଲେ ।












Click it and Unblock the Notifications