ପଞ୍ଚଭୂତରେ ଲୀନ ହୀରାବେନ, ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ

ପଞ୍ଚଭୂତରେ ଲୀନ ହୀରାବେନ, ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ

Heeraben Passed Away: ପଞ୍ଚଭୂତରେ ଲୀନ ହୀରାବେନ । ମା'ଙ୍କୁ ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଗାନ୍ଧୀନଗରରେ ହେଲା ହୀରାବେନଙ୍କ ଅନ୍ତିମ ସଂସ୍କାର । ବିନା ଆଡମ୍ବରରେ ଶେଷକୃତ କଲେ ପରିବାରଲୋକେ ।

Heeraben Passed Away

ଘରୁ ଏକ ଗାଡ଼ି ଯୋଗେ ହୀରାବେନଙ୍କ ମରଶରୀରକୁ ଗାନ୍ଧିନଗର ଶ୍ମଶାନ ଯାଏ ନିଆଯାଇଥିଲା । ମୋଦିଙ୍କ ସାଥିରେ ତାଙ୍କ ଭାଇମାନେ ମଧ୍ୟ କୋକେଇକୁ ସଂସ୍କାର ଗୃହକୁ କାନ୍ଧରେ ନେଇଥିଲେ । ମୋଦି ଭାଇମାନଙ୍କ ସହ ମିଶି ମୁଖାଗ୍ନି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୁଖାଗ୍ନି ଦେବା ପରେ ଚିତାର ଚାରି ପାଖରେ ବୁଲି ମା'ଙ୍କୁ ପ୍ରମାଣ କରି ଅନ୍ତିମ ବିଦାୟ ଦେଇଛନ୍ତି ।

ସୂଚନା ଅନୁସାରେ, ମାଆଙ୍କ ଦେହାନ୍ତ ଖବର ପାଇ ତୁରନ୍ତ ଦିଲ୍ଲୀରୁ ଅହମଦାବାଦ ପହଞ୍ଚିଥିଲେ ମୋଦୀ । ୧୦୦ ବର୍ଷ ବୟସରେ ବିଳମ୍ବିତ ରାତ୍ରୀରେ ହୀରାବେନଙ୍କ ଦେହାନ୍ତ ହୋଇଛି । ଅନ୍ତିମ ଯାତ୍ରାରେ ମୋଦିଙ୍କ ସମେତ ପରିବାର ସଦସ୍ୟ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ । ମା'ଙ୍କ ପାଦକୁ ସ୍ପର୍ଶ କରି ପ୍ରମାଣ କରିଥିଲେ ପ୍ରଧାନମନ୍ତ୍ରୀ । ଆଜି ଅନ୍ତିମ ଦର୍ଶନ ବେଳେ ଭାବବିହ୍ୱଳ ହୋଇପଡିଥିଲେ ପ୍ରଧାନମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+