ମୌସୁମୀ ବର୍ଷାରେ ମୁମ୍ବାଇ ବେହାଲ : ଆଗକୁ ଜାରି ରହିବ ବର୍ଷା
ମାୟାନଗରୀ ମୁମ୍ବାଇରେ ପ୍ରବେଶ କରିଛି ମୌସୁମି । ମୌସୁମିର ପ୍ରଥମ ବର୍ଷାରେ ବେହାଲ ହୋଇଛି ସହର
ମୁମ୍ବାଇ : ମାୟାନଗରୀ ମୁମ୍ବାଇରେ ପ୍ରବେଶ କରିଛି ମୌସୁମି । ମୌସୁମିର ପ୍ରଥମ ବର୍ଷାରେ ବେହାଲ ହୋଇଛି ସହର । ଆସନ୍ତା 24 ଘଣ୍ଟା ମଧ୍ୟରେ ମୁମ୍ବାଇରେ ଆହୁରି ବର୍ଷା ହୋଇ ପାରେ ବୋଲି ଆକଳନ କରାଯାଇଛି । ଏଭଳିକି ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ସମ୍ବାବନା ରହିଛି । ପରିସ୍ଥିତିକୁ ଆଖି ଆଗରେ ରଖି ସମୁଦ୍ରକୂଳିଆଙ୍କୁ ସ୍ଥାନାନ୍ତର କରାଯାଇଛି ।

ମୁମ୍ବାଇରେ ଜୁନ 10ରେ ମୌସୁମି ବର୍ଷା ଆରମ୍ଭ ହେବାର ଆକଳନ କରାଯାଇଥିବା ବେଳେ ଏହା ଦିନକ ପୂର୍ବରୁ ପହଞ୍ଚିଛି ବୋଲି କହିଛନ୍ତି ମୁମ୍ବାଇ ଆଇଏମଡିର ଉପନିର୍ଦ୍ଦେଶକ ଡକ୍ଟର ଜୟନ୍ତ ସାର୍କ । ଲଗାଣ ବର୍ଷା ଯୋଗୁଁ ଚାରି ଆଡେ ପାଣି ଜମିଯାଇଥିବା ବେଳେ ଟ୍ରାଫିକ୍ ସମସ୍ୟା ଦେଖିବାକୁ ମିଳିଛି ।
#WATCH | Maharashtra: Severe waterlogging at Kings Circle in Mumbai, due to heavy rainfall. #Monsoon has arrived in Mumbai today. pic.twitter.com/PI2ySwhBCR
— ANI (@ANI) June 9, 2021
More From
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications