ରାଜଧାନୀରେ ପ୍ରବଳ ବର୍ଷା ଯୋଗୁଁ ଟ୍ରାଫିକ୍ ଜାମ
ଦେଶର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତି । ରବିବାର ଅପରାହ୍ନରେ ରାଜଧାନୀ ଦିଲ୍ଲୀର କିଛି ଅଂଶରେ ପ୍ରବଳ ବର୍ଷା ହୋଇଛି । ଯାହା ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତ କରିଛି । କିଛି ଦିନ ହେବ ପ୍ରବଳ ଗରମ ହେଉଥିଲା ।
ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତି । ରବିବାର ଅପରାହ୍ନରେ ରାଜଧାନୀ ଦିଲ୍ଲୀର କିଛି ଅଂଶରେ ପ୍ରବଳ ବର୍ଷା ହୋଇଛି । ଯାହା ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତ କରିଛି । କିଛି ଦିନ ହେବ ପ୍ରବଳ ଗରମ ହେଉଥିଲା । ବର୍ତ୍ତମାନ ଆର୍ଦ୍ର ପାଗରୁ ମୁକ୍ତି ପାଇଛନ୍ତି ରାଜଧାନୀବାସୀ। ଦିଲ୍ଲୀର ବାରାଖମ୍ବା ରୋଡ୍, କନଟ୍ ପ୍ଲେସ୍ ଏବଂ ମଥୁରା ରୋଡ୍ ପରି ଅଞ୍ଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି ।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଆଜି ସକାଳେ ସର୍ବନିମ୍ନ ତାପମାତ୍ରା 26.6 ଡିଗ୍ରୀ ସେଲସିୟ ରହିଥିଲା । ଆଇଏମଡି କହିଛି ଯେ ରାତି 8ଟା 30 ସୁଦ୍ଧା ଆପେକ୍ଷିକ ଆର୍ଦ୍ରତା 83 ପ୍ରତିଶତ ରେକର୍ଡ କରାଯାଇଥିଲା।












Click it and Unblock the Notifications