ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ବଙ୍ଗୋପସାଗରରେ ବାତ୍ୟା । ମଲାକା ଷ୍ଟ୍ରେଟ ସୃଷ୍ଟ ଅବପାତ ନେଲା ବାତ୍ୟାର ରୂପ । ବାତ୍ୟା ସୃଷ୍ଟି ନେଇ ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା ଭାରତୀୟ ଉପକୂଳ ପାଇଁ କୌଣସି ବିପଦ ସୃଷ୍ଟି କରିବ ନାହିଁ ବୋଲି ସ୍ପଷ୍ଟ କିଛି ଜଏଣ୍ଟ ଟାଇଫୁନ ସେଣ୍ଟର । ଅସ୍ଥିର ବଙ୍ଗୋପସାଗର । ଦୁଇ ଦୁଇଟି ସିଷ୍ଟମ । ମଲାକା ଷ୍ଟ୍ରେଟରେ ବାତ୍ୟା ସୃଷ୍ଟି ନେଇ ସ୍ପଷ୍ଟ କରିଛି JTWC । ପ୍ରଭାବରେ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ପଡ଼ିବ ନାହିଁ । ଆଗାମୀ ୭ ଦିନ ଯାଏ ଓଡ଼ିଶା ଉପକୂଳରେ ବର୍ଷା ନାହିଁ । ସେପଟେ IMDର ସୂଚନା ଅନୁସାରେ ମାଲାକ୍କା ସମୁଦ୍ର ସନ୍ଧି ନିକଟରେ ଥିବା ଅବପାତ ଘନୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହୋଇଛି । ଆଗାମୀ କିଛି ଘଣ୍ଟାରେ ବାତ୍ୟା ରୂପ ନେବ ।

Heavy rain likely in South India
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+