ତେଲେଙ୍ଗାନାରେ ବର୍ଷାର ବିତ୍ପାତ: ବିପଦରେ ୧୫୦୦ରୁ ଅଧିକ ଲୋକଙ୍କ ଜୀବନ
Heavy Rain In Telangana: ତେଲେଙ୍ଗାନାରେ ବର୍ଷାର ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି କରିଛି । ସେନା ଓ ଏନଡିଆରଏଫ୍ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେଲେଙ୍ଗାନା ଭୁପାଲପାଲ୍ଲି ଜିଲ୍ଲାର ସ୍ଥିତି ଗମ୍ଭିର । ତେଲେଙ୍ଗାନା ଭୁପାଲପାଲ୍ଲି ଜିଲ୍ଲା ଅଧିନସ୍ଥ ମୋରଞ୍ଚପାଲ୍ଲି ଗାଁର ସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇଛି । ସମଗ୍ର ଗାଁ ବନ୍ୟା ଜଳରେ ଉବୁଡୁବୁ । ଘର ଛାତ, ଗଛ ଉପରେ ଆଶ୍ରୟ ନେଇଛନ୍ତି ଶହ ଶହ ଲୋକ । ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଉଦ୍ଧାର କରିବା ପାଇଁ କଲେ ଅନୁରୋଧ ।
ତେଲେଙ୍ଗାନା ଭୁପାଲପାଲ୍ଲି ଜିଲ୍ଲାର ସ୍ଥିତି ଗମ୍ଭିର । ତେଲେଙ୍ଗାନା ଭୁପାଲପାଲ୍ଲି ଜିଲ୍ଲା ଅଧିନସ୍ଥ ମୋରଞ୍ଚପାଲ୍ଲି ଗାଁରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି । କଛି କିଛି ସ୍ଥାନରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଗାଁ ଲୋକେ ଭିଡିଓ ପୋଷ୍ଟ ଉଦ୍ଧାର କରିବା ପାଇଁ ନିବେଦନ କରିବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ସେନା ଓ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଏନଡିଆରଏଫ୍ ଦ୍ୱାରା ଅନେତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨ ଜଣ ବନ୍ୟା ଜଳରେ ଭାସିଯାଇଥିବା ନେଇ ସୂଚନା ରହିଛି । ପ୍ରାୟ ୧୫୦୦ରୁ ଅଧିକ ଲୋକଙ୍କ ଜୀବନ ବପିଦରେ । ସେହିପରି ମୁନ୍ନେରୁ ନଦୀରେ ବନ୍ୟା ଯୋଗୁଁ ୭ ଜଣ ଭାଶି ଯାଉଥିବାବେଳେ ୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଏନଡିଆରଏଫ୍ ଟିମ୍ ।
ସେପଟେ ଗୋଦାବରୀ ଜଳସ୍ତର ଦ୍ୱିତୀୟ ବିପଦ ସଙ୍ଗେତ ଟପିବାପରେ ଭଦ୍ରଚଲମରେ ମଧ୍ୟ ସ୍ଥିତି ସୃଷ୍ଟି ହୋଇଛି । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।
-
ଟି୨୦ ବିଶ୍ବକପ ଫାଇନାଲରେ ଭାରତ, ଜାକବ ବେଥେଲଙ୍କ ଲଢ଼ୁଆ ଶତକ ସତ୍ତ୍ବେ ହାରିଲା ଇଂଲଣ୍ଡ -
ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ: ଆମେରିକା -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର












Click it and Unblock the Notifications