ଆପଣ ସେଓକୁ ଚୋପା ଛଡ଼ାଇ ଖାଉଛନ୍ତି କି?
ଭୁବନେଶ୍ୱର: ସେଓ ଏକ ପୁଷ୍ଟିକର ଫଳ। ଏଥିରେ ବହୁ ମାତ୍ରାରେ ଭରି ରହିଛି ମିନେରାଲ୍, ଭିଟାମିନ୍ 'ସି' ଓ ତନ୍ତୁ (ଫାଇବର)। ସେଓରେ କୋଲେଷ୍ଟରାଲ୍ ଆଦୌ ନ ଥାଏ। ତେବେ ସେଓ ଖାଇବା ବେଳେ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦିଆଯିବା ଦରକାର। ଯେପରିକି ସେଓର ଚୋପା ଛଡ଼ାଇ ଖାଇବା ଉଚିତ୍ ନୁହେଁ। କାରଣ ଏହା ଦ୍ୱାରା ସେଓରେ ଥିବା ଭିଟାମିନ୍ 'ସି' ବହୁମାତ୍ରାରେ ଭାବେ ନଷ୍ଟ ହୋଇଯାଏ।
ସେଓରେ ଭିଟାମିନ୍ 'ସି' ଚୋପାର ସବୁଠୁ ନିମ୍ନ ଭାଗରେ ରହିଥାଏ। ସେହିପରି ସେଓକୁ ସବୁ ବେଳେ ସକାଳେ ଖାଇବା ଉଚିତ୍। ଖାଲି ପେଟରେ ସେଓ ଖାଇଲେ ଶରୀରରୁ ଟକ୍ସିକ୍ (ଆବର୍ଜନା) ସହଜରେ ବାହାରକୁ ଚାଲି ଆସେ। ତା'ସହିତ ଶରୀରକୁ ଅଧିକ ଶକ୍ତି ମିଳେ ଓ ଏହା ଅଧିକ ଫୂର୍ତ୍ତି ରହେ। ଏହାସହ ଶରୀର ପତଳା ହୁଏ।

କମଳାରେ ଭିଟାମିନ୍ 'ସି' ଭରପୂର ମାତ୍ରାରେ ରହିଛି। ଏହା ସହିତ କମଳାରେ ଭିଟାମିନ୍ ଏ, ବି କଂପ୍ଲେକ୍ସ, ପ୍ଲୋବୋନାଇଡ୍, ଏମିନୋ ଏସିଡ ଓ କ୍ୟାଲସିୟମ୍ ରହିଛି। ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ କିମ୍ବା ପରେ କମଳା ଖାଇବା ଉଚିତ। ଖାଦ୍ୟ ଖାଇବା ପୂର୍ବରୁ କମଳା ଖାଇଲେ ଭୋକ ବଢ଼େ। ସେହିପରି ଖାଦ୍ୟ ଖାଇବା ପରେ କମଳା ଖାଇଲେ ପାଚନରେ ସହାୟକ ହୋଇଥାଏ। ତା'ସହିତ ବିଭିନ୍ନ ରୋଗରୁ ଏହା ଶରୀରକୁ ରକ୍ଷା କରିଥାଏ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....












Click it and Unblock the Notifications