ସିଏମ୍ ସଇନି ବାଣ୍ଟିଲେ ମନ୍ତ୍ରୀମାନଙ୍କ ବିଭାଗ, ନିଜ ପାଖରେ ୧୨, ଅନିଲ ବିଜଙ୍କୁ ମିଳିଲା ଏହି ବିଭାଗ

ଚଣ୍ଡିଗଡ଼: ହରିଆଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନି ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧୨ଟି ବିଭାଗ ରହିଛି । ସେଗୁଡ଼ିକ ମଧ୍ୟାରେ ଗୃହ, ଅର୍ଥ, ସି.ଆଇ.ଡି., ଯୋଜନା ଏବଂ ଅବକାରୀ ବିଭାଗ ରହିଥିବା ଜଣାପଡ଼ିଛି । ମନ୍ତ୍ରିମଣ୍ଡଳର ବରିଷ୍ଠ ମନ୍ତ୍ରୀ ଅନୀଲ ବିଜ୍‌ଙ୍କୁ ବିଦ୍ୟୁତ୍ ଏବଂ ପରିବହନ ବିଭାଗ ସହିତ ୩ଟି ବିଭାଗର ଦାୟୁତ୍ୱ ଦିଆଯାଇଥିବା ବେଳେ ବିପୁଲ୍ ଗୋୟଲଙ୍କୁ ସହରୀ ବିକାଶ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଦାୟିତ୍ୱ ଦିଆଯାଇଛି ।

CM Nayab Saini

ଶ୍ରୀ କୃଷ୍ଣଲାଲ୍ ପାୱାରଙ୍କୁ ବିକାଶ ଏବଂ ପଞ୍ଚାୟତ, ରାଓ ନରର୍ବୀଙ୍କୁ ଉଦ୍ୟୋଗ ଓ ପରିବେଶ, ମହିପାଲ ସିଂଙ୍କୁ ଭିତ୍ତିଭୂମି ଓ ଶିକ୍ଷା ଏବଂ ଡକ୍ଟର ଅରବିନ୍ଦ ଶର୍ମାଙ୍କୁ ସହକାରୀତା ବିଭାଗ ଦାୟିତ୍ୱ ଦିଆଯାଇଛି । ସେହିପରି ଆରତୀ ରାଓଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଓ ରାଜେଶ ନାଗରଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କରାଯାଇଛି । ଗୌରବ ଗୌତ୍ତମଙ୍କୁ ଯୁବ ଓ କ୍ରୀଡ଼ା ବିଭାଗର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+