Haryana Assembly Election: କଂଗ୍ରେସ ଉପରେ ବର୍ଷିଲେ ପିଏମ ମୋଦି, କହିଲେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇଥାଏ ଦଳ

Haryana Assembly Election 2024:ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ସରଗରମ ବିଭିନ୍ନ ରାଜନୈତିକ ଦଳ । ନିର୍ବାଚନ ମୁଣ୍ଡ ଉପରେ ଥିବା କାରଣରୁ ରାଜ୍ୟରେ ପ୍ରଚାର ଜୋରାଦାର କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏହି କ୍ରମରେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହରିଆଣାର ପାଲୱାଲ୍ ଠାରେ ଆୟୋଜିତ ଏକ ନିର୍ବାଚନୀ ଗ୍ୟାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ।

narendra modi

ଜାତିଭିତ୍ତିକ ରାଜନୀତି ପ୍ରସଙ୍ଗରେ କଂଗ୍ରେସକୁ ଆକ୍ଷେପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଦଳ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇଥାଏ । ଏଥିସହିତ କଂଗ୍ରେସ ଜନସାଧାରଣଙ୍କ କଲ୍ୟାଣ ଲାଗି କଠିନ ପରିଶ୍ରମ କରେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ସୋନିପଥର ଗୋହାନାଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜେପି ହରିଆଣାଙ୍କୁ ବେକାରୀ ସମସ୍ୟାର ଏକ କେନ୍ଦ୍ର ରୂପେ ପରିଣତ କରିଛି ବୋଲି ଅଭିଯୋଗ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+