Get Updates
Get notified of breaking news, exclusive insights, and must-see stories!

ଦ୍ୟୁଷନ୍ତଙ୍କ ହାତ ଛାଡିଲେ ଦଳର ୫ବିଧାୟକ , ସାମିଲ ହେଲେ ବିଜେପିରେ

ଚଣ୍ଡିଗଡ଼: ମଙ୍ଗଳବାର ଦିନ ନାୟବ ସିଂ ସାଇନିଙ୍କ ନେତୃତ୍ୱରେ ହରିୟାଣାରେ ଏକ ନୂତନ ସରକାର ଗଠନ କରାଯାଇଥିଲା । ଆଜି ବିଧାନସଭାର ଦିନିକିଆ ଅଧିବେଶନରେ ସରକାର ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି । ଏହା ସହ ହରିଆଣା ରାଜନୀତିରେ ଦୁଷ୍ୟନ୍ତ ଚୌଟାଲାଙ୍କୁ ବଡ଼ ଝଟକା ଲାଗିଛି । ନିର୍ବାଚନୀ ବର୍ଷରେ ଦୁଷ୍ୟନ୍ତଙ୍କ ନେତୃତ୍ୱାଧୀନ ପାର୍ଟି ଜେଜେପି ପାଇଁ ଅଡୁଆ ବଢିଛି । ଏହାପୂର୍ବରୁ ବିଜେପି ସହ ମେଣ୍ଟ ଭାଙ୍ଗିଥିଲା ଜେଜେପି । ଏବେ ଦୁଷ୍ୟନ୍ତଙ୍କ ହାତ ଛାଡିଛନ୍ତି ଦଳୀୟ ବିଧାୟକ । ଆଜି ହରିଆଣାରେ ବିଜେପି ସରକାର ବିଧାନସଭାରେ ଫ୍ଲୋର ଟେଷ୍ଟରେ ହୋଇଛି ପାସ୍ ।

କୁହାଯାଉଥିଲା ଯେ, ଫ୍ଲୋର ଟେଷ୍ଟରେ ବିଜେପି ବିଫଳ ହେବ । କିନ୍ତୁ ଫ୍ଲୋର ଟେଷ୍ଟ ପୂର୍ବରୁ ଜେଜେପିର ୫ ବିଧାୟକ ଦୁଷ୍ୟନ୍ତଙ୍କ ହାତ ଛାଡି ବିଜେପି କ୍ୟାମ୍ପରେ ସାମିଲ ହୋଇଛନ୍ତି । ଫ୍ଲୋର ଟେଷ୍ଟ ପୂର୍ବରୁ ବିଜେପିକୁ ଝଟକା ଦେବାକୁ ପ୍ରସ୍ତୁତି କରିଥିଲା ଜେଜେପି । ଏପରିକି ଫ୍ଲୋର ଟେଷ୍ଟରୁ ଦୂରେଇ ରହିବାକୁ ନିଜ ବିଧାୟକଙ୍କୁ ହ୍ୱିପ୍ ଜାରି କରିଥିଲା ।

Dushyant Chautala

ଏହାସହ ହିସାରରେ ଦ୍ୟୁଷନ୍ତ କରୁଥିବା ନବ ସଂକଳ୍ପ ରାଲିରେ ସାମିଲ ହେବାକୁ ସବୁ ବିଧାୟକଙ୍କୁ କୁହାଯାଇଥିଲା । କିନ୍ତୁ ଏହି ରାଲିରେ ଜେଜେପିର ୫ ବିଧାୟକ ଅନୁପସ୍ଥିତ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ୫ ବିଧାୟକ ବିଧାନସଭାରେ ପହଞ୍ଚିଥିଲେ । ଯେଉଁ କାରଣରୁ ବିଜେପି ଫ୍ଲୋର ଟେଷ୍ଟରେ ହୋଇଥିଲା ପାସ୍ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+