ହରିୟାଣା ସରକାରଙ୍କ ବଡ଼ ଘୋଷଣା: ୫୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ତର
Haryana News: ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ସରକାରଙ୍କ ବଡ଼ ଘୋଷଣା । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଉଜୱାଲା ଯୋଜନା ଅଧିନରେ ୧୨ ଲକ୍ଷ ହିତାଧିକାରୀ ଭଉଣୀଙ୍କୁ ବର୍ତ୍ତମାନ ମାତ୍ର ୫୦୦ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର । ସେ ଆହୁରି କହିଛନ୍ତି ଯେ ୪୬ ଲକ୍ଷ ପରିବାର ଯାହାର ଆୟ ୧.୮୦ ଲକ୍ଷରୁ କମ୍, ସେମାନେ ମଧ୍ୟ ଏହି ସୁବିଧା ପାଇବେ।

ସିଏମ ସୈନୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପ୍ରତ୍ୟେକ ପରିବାରକୁ ଗ୍ୟାସ ସଂଯୋଗ ଯୋଗାଇବା ପାଇଁ କାର୍ଯ୍ୟ କରିଛନ୍ତି। ପୂର୍ବତନ ସିଏମ ମନୋହର ଲାଲ ଖଟ୍ଟର ପ୍ରତ୍ୟେକ ଘରକୁ ଗ୍ୟାସ ସଂଯୋଗ ଯୋଗାଇବା ପାଇଁ ବ୍ୟବସ୍ଥା କରିଥିଲେ।












Click it and Unblock the Notifications