Get Updates
Get notified of breaking news, exclusive insights, and must-see stories!

ସରକାରଙ୍କ ବଡ ନିଷ୍ପତ୍ତି, ଗୁଟଖା ଓ ପାନମସଲା ଉପରେ ୧ ବର୍ଷ ଲାଗି ଲାଗିଲା ପ୍ରତିବନ୍ଧକ

ନାୟବ ସିଂ ସୈନି ସରକାରଙ୍କ ବଡ ନିଷ୍ପତ୍ତି । ହରିୟାଣାରେ ଗୁଟଖା ଓ ପାନମସଲା ଉପରେ ୧ ବର୍ଷ ଲାଗି ଲାଗିଲା ପ୍ରତିବନ୍ଧକ । ଏହି ପ୍ରତିବନ୍ଧକ ସେଥିପାଇଁ ଲାଗିଛି ଯେ ଲୋକମାନଙ୍କର ସ୍ବାସ୍ଥ୍ୟ ସୁରକ୍ଷିତ ରହିବ । ଏହି ନିଷ୍ପତ୍ତି ଚଳିତ ମାସରୁ ଲାଗୁ ହୋଇ ସାରିଛି । ଏବେ ହରିୟାଣାରେ ଏହି ଉତ୍ପାଦ ତିଆରି କରିବା, ଷ୍ଟୋର୍ କରିବା , ବିକ୍ରି କରିବା କିମ୍ବା ବଣ୍ଟନ କରିବା ଅବୈଧ ବୋଲି ଧରାଯିବ ।

Haryana bans gutka

ହରିୟାଣାରେ ସହର ଏବଂ ଗାଁରେ ଏହି ଉତ୍ପାଦର ବହୁଳ ବ୍ୟବହାର ହେଉଛି । ଏହି ବ୍ୟାନ୍ ଫଳରେ ତମାଖୁ, ଗୁଟଖା ବିକ୍ରି କମ୍ ହେବା ସହ ଆଗାମୀ ପିଢିଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ବ ପୂର୍ଣ୍ଣ ପଦକ୍ଷେପ ହେବ । ଏହି ଗୁଟଖା ଓ ତମାଖୁ ବ୍ୟବହାର ଆଗାମୀ ପିଢି ଉପରେ ପଡିଥାଏ। ସେଥିପାଇଁ ଏହି ନିୟମକୁ କଡାକଡି ଲାଗୁ କରିବାକୁ ପ୍ରମୁଖ ଜିଲ୍ଲା ଅଧିକାରୀ , ପୋଲିସ ଅଧୀକ୍ଷକ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ, ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲା ଗୁଡିକ ଏ ସମ୍ପର୍କିତ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରିବେ ରାଜ୍ୟ ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+