Haryana Assembly Election Results 2024: ହରିୟାଣାରେ ରୋମାଞ୍ଚ, ଘଣ୍ଟାକେ ଛୁଟୁଛି ଘୋଡ଼ା

ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି । ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ବେଳକୁ ହରିୟାଣା କଂଗ୍ରେସ ଆଗରେ ଥିବା ବେଳେ ଅନେକେ ଅନୁମାନ ଲଗାଇଥିଲେ କି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ। ହେଲେ ଘଣ୍ଟାକେ ଘୋଡ଼ା ଛୁଟିବା ନ୍ୟାୟରେ ବାଜି ସମ୍ପୂର୍ଣ୍ଣ ଭାବେ ଓଲଟି ଯାଇଛି।

ଇଭିଏମ ମେଶିନର ଭୋଟ ଗଣତି ପରେ ଭାଜପା ପ୍ରାର୍ଥୀ ୯୦ ଆସନ ମଧ୍ୟରୁ ପ୍ରାୟ ୫୦ ଆସନରେ ଆଗୁଆ ରହିଛନ୍ତି। ଏହି କ୍ରମରେ ଏବେ କୁହାଯାଉଛି କି ଭାଜପାକୁ ହରାଇବା ଏତେ ସହଜ କଥା ନୁହେଁ।

ତେବେ ଫଳାଫଳ ଆସିବା ପରେ ହିଁ ସ୍ପଷ୍ଟ ହେବ ଯେ କାହାକୁ ମିଳିଲା ସଂଖ୍ୟା ଗରିଷ୍ଠତା ଆଉ କିଏ ଗଢିବେ ସରକାର। ଏଠାରେ ଭିନେଶ ଫୋଗାଟ ପ୍ରଥମ ପର୍ଯ୍ୟାୟରେ ଆଗରେ ଥିବା ବେଳେ ଏବେ ସେ ପଛେଇ ଯାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନାୟବ ସିଂ ସୋନି ଆଗରେ ରହିଛନ୍ତି।

Haryana Assembly Election Results 2024

ଟ୍ରେଣ୍ଡରେ ୪୭ଟି ଆସନରେ ଭାଜପା ଆଗରେ ରହିଛି। ଅନ୍ୟପଟେ କଂଗ୍ରେସ ୩୬ଟି ଆସନରେ ଆଗୁଆ ରହିଛି। ଏଥିସହିତ ଏହା ଅନ୍ୟ ୭ଟି ଆସନରେ ଆଗରେ ରହିଛି। ଏଥି ସହିତ ଅଧିକାଂଶ ଏକଜିଟ ସର୍ଭେରେ ହରିୟାଣାରେ କଂଗ୍ରେସ ସରକାର ଗଠନ ଦେଖାଯାଇଥିଲା। ପୋଲ୍‌ ଅଫ ପୋଲ୍‌ରେ କଂଗ୍ରେସ ହରିୟାଣାରେ ୫୫ଟି ଆସନ ପାଇଥିବାବେଳେ ଭାଜପା ୨୫ଟି ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+