ବଦଳୁଛି ଟ୍ରେଣ୍ତ୍: ହରିୟାଣାରେ ଲିଡ୍ କରୁଛି ବିଜେପି

Haryana Assembly Election Results 2024: ହରିୟାଣାରେ ଜାରି ରହିଛି ମତଗଣନା । ରାଜ୍ୟରେ କଂଗ୍ରେସ ବିଜୟକୁ ନେଇ ଆକଳନ କରାଯାଉଥିବା ବେଳେ ବର୍ତ୍ତମାନର ଦୃଶ୍ୟ କିନ୍ତୁ ରହିଛି ଭିନ୍ନ । କଂଗ୍ରେସକୁ ପଛରେ ପକାଇ ଟ୍ରେଣ୍ତ କରୁଛି ବିଜେପି । ସକାଳ ୧୧ ଟା ୧୫ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ରାଜ୍ୟର ୯୦ ଟି ବିଧାନସଭା ଆସନରୁ ବିଜେପି ୪୮ ସିଟରେ ଆଗୁଆ ଥିବା ବେଳେ କଂଗ୍ରେସ ୩୫ଟି ଆସନରେ ରହିଥିଲା ଆଗରେ ।

Haryana Assembly Election Results 2024

ବର୍ତ୍ତମାନ ହରିୟାଣାର ଟ୍ରେଣ୍ତ ଅନେକ ଏକଜିଟ୍ ପୋଲର ଗଣତିକୁ ଭୁଲ ପ୍ରକାଶ କରିଛି । କାରଣ ରାଜ୍ୟରେ ଏଥର କଂଗ୍ରେସ ସରକାର ଗଢିବ ବୋଲି ଆକଳନ କରାଯାଉଥିଲା । ସେପଟେ ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂହ କହିଛନ୍ତି ଏଥର ପୁଣି ବିଜେପି ସରକାର ଗଠନ କରିବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+