ହରିୟଣା ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଦାନ

Haryana Assembly Election 2024: ଆଜି ହରିୟଣା ବିଧାନସଭା ନିର୍ବାଚନ । ଆଜି 7 ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ସଂଧ୍ୟା 6 ଟା ପର୍ଯ୍ୟନ୍ତ ଜାରି ରହିବ ଭୋଟିଂ । 2.03 କୋଟି ଭୋଟର 90 ଟି ଆସନରେ 1031 ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ। ଅକ୍ଟୋବର 8 ରେ ଭୋଟ୍ ଗଣନା କରାଯିବ ଏବଂ ଫଳାଫଳ ପ୍ରକାଶ ପାଇବ । ହରିୟାଣାରେ ବିଜେପି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବା ପାଇଁ ଏବଂ ଦଶ ବର୍ଷ ପରେ କଂଗ୍ରେସ ଫେରିବା ପାଇଁ କଠିନ ପ୍ରଚାର କରିଛି। ହରିୟାଣା ଜିତିବା ପାଇଁ ଉଭୟ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଟା ଟକ୍କର ଦେଖିବା ପାଇଁ ମିଳିଛି ।

Haryana Assembly Election 2024

ହରିୟାଣା ବିଧାନସଭା ନିର୍ବାଚନ 2024 ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମଗ୍ର ରାଜ୍ୟରେ 225 ଟି ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି। 30 ହଜାର ପୋଲିସ କର୍ମଚାରୀ, 21 ହଜାରରୁ ଅଧିକ ହୋମଗାର୍ଡ ଏବଂ 11 ହଜାର ଏସପିଓଙ୍କୁ ଡ୍ୟୁଟିରେ ରଖାଯାଇଛି। ସମସ୍ତ ମତଦାନ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+