ଜ୍ଞାନବ୍ୟାପୀରେ ହିନ୍ଦୁଙ୍କୁ ମିଳିଲା ପୂଜା ପାଇଁ ଅନୁମତି
Gyanvapi Case: ବାରାଣାସୀର ଜ୍ଞାନବ୍ୟାପୀରେ ହିନ୍ଦୁ ପକ୍ଷଙ୍କୁ ପୂଜାପାଠର ମିଳିଲା ଅନୁମତି । ଜିଲ୍ଲା ପ୍ରଶାସନକୁ ଏପରି ନିର୍ଦ୍ଦେଶ ଦେଲେ ବାରଣାସୀ କୋର୍ଟ । ୭ ଦିନ ମଧ୍ୟରେ ସମସ୍ତ ବ୍ୟବସ୍ଥା କରିବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ହିନ୍ଦୁ ଦଳର ଓକିଲ ବିଷ୍ଣୁ ଶଙ୍କର ଜୈନ୍ କହିଛନ୍ତି ଯେ, ବ୍ୟାସ ତହଖାନା ହିନ୍ଦୁ ପକ୍ଷମାନେ ପୂଜାର୍ଚ୍ଚନା କରିପାରିବେ, ଏନେଇ କୋର୍ଟ ପକ୍ଷରୁ ଅନୁମତି ମିଳିସାରିଛି ।

ହିନ୍ଦୁ ପକ୍ଷ ତଳ ମହଲାରେ ପୂଜା କରିବା ପାଇଁ ଅନୁମତି ମାଗିଥିଲେ। ସୋମନାଥ ଭାୟାସଙ୍କ ପରିବାର 1993 ପର୍ଯ୍ୟନ୍ତ ତଳ ମହଲାରେ ପୂଜାର୍ଚ୍ଚନା କରୁଥିଲେ। 1993 ପରେ ତତ୍କାଳୀନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ତଳ ମହଲାରେ ପୂଜା ବନ୍ଦ କରାଯାଇଥିଲା । ଜାନୁଆରୀ 17ରେ, ବ୍ୟାସ ତବଖାନକୁ ଜିଲ୍ଲା ପ୍ରଶାସନ ହସ୍ତାନ୍ତର କରିଥିଲେ । ASI ସର୍ଭେ ଅପରେସନ୍ ସମୟରେ ବେସମେଣ୍ଟ୍ ସଫା କରାଯାଇଥିଲା ।
ଜ୍ଞାନବ୍ୟାପୀ ମସଜିଦ୍ ଥିବା ସ୍ଥାନରେ ପୂର୍ବରୁ ହିନ୍ଦୁ ମନ୍ଦିର ଥିବା ନେଇ ଦାବି କରାଯାଉଛି । ଏନେଇ ଏକ ମାମଲା ରୁଜୁ ହୋଇଥିଲା, ପରେ ବାରାଣସୀ କୋର୍ଟ ଏହାର ଶୁଣାଣି କରି ସର୍ଭେ ନେଇ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲା । ହେଲେ ଅଞ୍ଜମାନ ଇନ୍ତୋଜାମିଆ ମସଦିଦ୍ କମିଟି ଏହାକୁ ଚ୍ୟାଲେଞ୍ଜ କରି ଉତ୍ତର ପ୍ରଦେଶ ହାଇକୋର୍ଚ ଆବେଦନ କରିଥିଲେ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କମିଟି ।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications