ଜ୍ଞାନେଶ କୁମାର ଓ ବଲବିନ୍ଦର ସିଂ ସାନ୍ଧୁ ହେବେ ନିର୍ବାଚନ କମିଶନର !

ନୁଆଦିଲ୍ଲୀ:ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଗୁରୁବାର ହୋଇଛି । ନିର୍ବାଚନ ଆୟୋଗ ପାଇଁ ଦୁଇଜଣ ନୂତନ ନିର୍ବାଚନ କମିଶନରଙ୍କ ନାମ ଚୂଡାନ୍ତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜ୍ଞାନେଶ କୁମାର ଏବଂ ବଲବିନ୍ଦର ସିଂ ସାନ୍ଧୁଙ୍କ ନାମ ସ୍ଥିର ହୋଇଛି । ବିରୋଧୀ ଦଳର ନେତା ତଥା କଂଗ୍ରେସ ନେତା ଅଧୀର ରଂଜନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ପରେ ଚୟନ ପଦ୍ଧତିକୁ ନେଇ ଆପତ୍ତି ଜଣାଇଛନ୍ତି ।

eci

ଜ୍ଞାନେଶ କୁମାର କେରଳର ଏବଂ ବଲବିନ୍ଦର ସିଂ ସାନ୍ଧୁ ପଞ୍ଜାବର । ତେବେ ଏହି ଦୁଇଟି ନାମ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ବିଜ୍ଞପ୍ତି ଜାରି କରାଯାଇ ନାହିଁ । କିନ୍ତୁ ଏହି ସଭାରେ ଉପସ୍ଥିତ ଥିବା ଆଧୀର ରଂଜନ ବାହାରକୁ ଆସି ଉଭୟ ନାମ ଦାବି କରିଛନ୍ତି ଯେ ଜ୍ଞାନେଶ ଏବଂ ବଲବିନ୍ଦର ପରବର୍ତ୍ତୀ ନିର୍ବାଚନ କମିଶନର ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+