ସୀମାନ୍ତରେ ମାଓ-ଯବାନ ଗୁଳିବିନିମୟ:୨ ଯବାନ ଆହତ

ଛତିଶଗଡ ବିଜାପୁରରେ ମାଓ ଏନକାଉଣ୍ଟର । ଛତିଶଗଡ ବିଜାପୁରରେ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି । ଗୁଳିବିନିମୟରେ ୨ ଡିଆରଜି ଯବାନ ଆହତ ହୋଇଛନ୍ତି ।

naxal

ଗଙ୍ଗାଲୁର ଜଙ୍ଗଲରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ୨ ଯବାନ ଆଗତ ହୋଇଛନ୍ତି । ଆହତଙ୍କୁ ରାୟପୁର ଏୟାରଲିଫ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ଉନ୍ନତମାନର ଚିକିସଡା ପାଇଁ ତାଙ୍କୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+