ଦେଶରେ ପ୍ରଥମ! ନିଜକୁ ବାହା ହେବେ ଗୁଜୁରାଟ ଯୁବତୀ
ସାଧାରଣତଃ ପୁଅ- ଝିଅଙ୍କ ଭିତରେ ହେଇଥାଏ ବିବାହ। ବର୍ତ୍ତମାନ ଯୁଗ ବଦଳିଲାଣି , ସମୟ ସହ ତାଳ ଦେଇ ଚାଲୁଛନ୍ତି ଲୋକେ। ଏବେ ସମ୍ମାନ ଲିଙ୍ଗ ବିବାହ କୁ ମଧ୍ଯ ମିଳିଲାଣି ଅନୁମତି। କିନ୍ତୁ କେବେ ଶୁଣିଛନ୍ତି କି ନିଜ ସହ କେହି ବିବାହ କରିବା ? ହୁଏ ତ ଏଭଳି ଘଟଣା ପ୍ରଥମ।
ଗାନ୍ଧୀନଗର: ସାଧାରଣତଃ ପୁଅ- ଝିଅଙ୍କ ଭିତରେ ହେଇଥାଏ ବିବାହ। ବର୍ତ୍ତମାନ ଯୁଗ ବଦଳିଲାଣି , ସମୟ ସହ ତାଳ ଦେଇ ଚାଲୁଛନ୍ତି ଲୋକେ। ଏବେ ସମ୍ମାନ ଲିଙ୍ଗ ବିବାହ କୁ ମଧ୍ଯ ମିଳିଲାଣି ଅନୁମତି। କିନ୍ତୁ କେବେ ଶୁଣିଛନ୍ତି କି ନିଜ ସହ କେହି ବିବାହ କରିବା ? ହୁଏ ତ ଏଭଳି ଘଟଣା ପ୍ରଥମ। ଏଭଳି ଅଜବ ବିବାହ ନେଇ ସ୍ଥିର କରିଛନ୍ତି ଗୁଜୁରାଟ ଭଦୋଦରାର ଜଣେ ଯୁବତୀ।

କ୍ଷମା ବିନ୍ଦୁ ନାମକ ଏହି ୨୪ ବର୍ଷୀୟା ଯୁବତୀ ଜୁନ ୧୧ ତାରିଖ ରେ ନିଜକୁ ବିବାହ କରିବା ନେଇ ନିଷ୍ପତି ନେଇଛନ୍ତି। ସେ କେଉଁ ପୁଅ କୁ ବିବାହ କରିବା ପାଇଁ ଇଛୁକ ନୁହନ୍ତି। ତେଣୁ ସେ ନିଜକୁ ଭଲ ପାଆନ୍ତି ଏବଂ ନିଜ ସହ ହି ସାରା ଜୀବନ ବିତାଇବାକୁ ଚାହାଁନ୍ତି ବୋଲି ନିଜ ସହ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି।
ସାଧାରଣ ବିବାହ ଭଳି , ସେ ମନ୍ଦିରରେ କରିବେ ବିହାର। ଏଥିପାଇଁ ସେ ସବୁ ପ୍ରସ୍ତୁତି କରିବା ସହ ବୋହୂ ବେଶ ରେ ନିଜକୁ ଦେଖିବାକୁ ଉତ୍ସାହିତ ଅଛନ୍ତି। ନିଜ ପ୍ରତି , ପ୍ରେମ, ପ୍ରତିବଦ୍ଧତା ଓ ଦାୟିତ୍ଵ କେବଳ ନିଜ ପାଇଁ ହିଁ ରଖିବେ । ଅନ୍ୟ ଉପରେ କୌଣସି ଆଶା ରଖିବେ ନାହିଁ କ୍ଷମା।












Click it and Unblock the Notifications