ଗୁଜୁରାଟ ପ୍ରବଳ ବର୍ଷା: ୮ ମୃତ
Gujarat Rain News: ଗୁଜୁରାଟରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାସ୍ତାରେ ଲହଡି ଭାଙ୍ଗୁଛି ବନ୍ୟା ଜଳ । ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି, ଯେଉଁଥିବା ପାଇଁ ଅନେକ ସ୍ଥାନ ବର୍ତ୍ତମାନ ଜଳମଗ୍ନ ହୋଇ ରହିଛି । ଏପରିକି ଗାଁ ସହର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।













Click it and Unblock the Notifications