ଏକଜିଟ୍ ପୋଲ୍ Exit Poll Results Live: ଗୁଜୁରାଟ-ହିମାଚଳରେ ବିଜେପି; କଂଗ୍ରେସରକୁ ଟପି ପାରିଲା ନାହିଁ ଆପ୍
ଆଜି ସନ୍ଧ୍ୟାରେ ଆସିବ ଦୁଇ ରାଜ୍ୟର ଏକଜିଟ୍ ପୋଲ ବା ବୁଥ୍ ବାହୁଡ଼ା ମତ । ଅପରାହ୍ନ 5ଟା ପରେ ବିଭିନ୍ନ ଏଜେନ୍ସିର ଏକଜିଟ୍ ପୋଲ୍ ଦେବା ଆରମ୍ଭ କରିବ । ଚାଣକ୍ୟ ଏକଜିଟ୍ ପୋଲ୍ ହେଉ କିମ୍ବା ସି-ଭୋଟର ଏକଜିଟ୍ ପୋଲ୍, କେଉଁ ସର୍ଭେ କେଉଁ ଦଳର ବିଜୟ ଫଳାଫଳ ଆଣୁଛି । ତାହାକ
Gujarat and Himachal Pradesh Assembly Election Exit Poll Live: ଆରମ୍ଭ ହେଲା ଦୁଇ ରାଜ୍ୟର ଏକଜିଟ୍ ପୋଲ୍ ବା ବୁଥ୍ ବାହୁଡ଼ା ମତ । ଚାଣକ୍ୟ ଏକଜିଟ୍ ପୋଲ୍ ହେଉ କିମ୍ବା ସି-ଭୋଟର ଏକଜିଟ୍ ପୋଲ୍, କେଉଁ ସର୍ଭେ କେଉଁ ଦଳର ବିଜୟ ଫଳାଫଳ ଆଣୁଛି । ତାହାକୁ ଦେଖିବାକୁ ଲୋକମାନେ ଅପେକ୍ଷା କରିଛନ୍ତି । ତେବେ ଦୁଇ ରାଜ୍ୟର ଏକଜିଟ୍ ପୋଲର ଲାଇଭ୍ ଅପେଟ୍ ଦେଖିବା ପାଇଁ ୱାନଇଣ୍ଡିଆ ଓଡି଼ଆ ସହ ଯୋଡି ହୋଇ ରହିଥାନ୍ତୁ ।

TV9 ଗୁଜୁରାଟୀ ପୂର୍ବାନୁମାନ
ବିଜେପି 125 ରୁ 130 ଟି ଆସନ ଜିତିବାର ସମ୍ଭାବନା ଥିବାବେଳେ କଂଗ୍ରେସ 40 ରୁ 50 ଟି ଆସନ ଜିତିପାରେ ବୋଲି ଟିଭି 9 ଗୁଜୁରାଟୀ ଏକଜିଟ୍ ପୋଲରେ ଦର୍ଶାଯାଇଛି । ଗୁଜୁରାଟର ରାଜନୈତିକ ଦୃଶ୍ୟର ନୂତନ ପ୍ରବେଶକାରୀ AAP ତିନିରୁ ପାଞ୍ଚଟି ସିଟ୍ ଜିତିବାର ସମ୍ଭାବନା ରହିଛି ବୋଲି TV9 ଏକଜିଟ୍ ପୋଲ୍ ଶୋରେ ଦର୍ଶାଯାଇଛି ।
READ MORE
















Click it and Unblock the Notifications