ଜିଏସ୍ଟି ସଂଗ୍ରହ ୧ଲକ୍ଷ ୭୦ ହଜାର କୋଟି ଟପିଲା
ଗତ ମାସରେ ମୋଟ୍ ଜିଏସ୍ଟି ସଂଗ୍ରହ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି। ଗତ ବର୍ଷ ନଭେମ୍ବର ମାସ ତୁଳନାରେ ଏହା ଦଶମିକ ୭ ପ୍ରତିଶତ ଅଧିକ। ଗତ ବର୍ଷ ନଭେମ୍ବର ମାସରେ ୧ ଲକ୍ଷ ୬୯ ହଜାର କୋଟି ଟଙ୍କା ଜିଏସ୍ଟି ସଂଗ୍ରହ କରାଯାଇଥିଲା।

ଗତ ଅକ୍ଟୋବର ମାସରେ କେନ୍ଦ୍ରୀୟ ଜିଏସ୍ଟି ବାବଦରେ ୩୪ ହଜାର ୮୪୩ କୋଟି ଟଙ୍କା ଏବଂ ରାଜ୍ୟ ଜିଏସ୍ଟି ବାବଦରେ ୪୨ ହଜାର ୫୨୨ କୋଟି ଟଙ୍କା ସଂଗୃହୀତ ହୋଇଛି। ସମନ୍ୱିତ ଆଇ.ଜି.ଏସ୍.ଟି. ସଂଗ୍ରହ ପରିମାଣ ୯୨ ହଜାର ୯୧୦ କୋଟି ଏବଂ ସେସ୍ ୪ ହଜାର ୬ କୋଟି ଟଙ୍କା ସଂଗ୍ରହ କରାଯାଇଛି












Click it and Unblock the Notifications