ଆସିଲା ବଡ ଖବର; ୩.୬ ଭୂମିକମ୍ପ ତୀବ୍ରତର ଥରିଲା ତ୍ରିପୁରା

ଭୂକମ୍ପ ଥରିଲା ଉତ୍ତର ତ୍ରିପୁରା। ସୋମବାର ଅର୍ଥାତ୍‌ ଆଜି ସକାଳୁ ସକାଳୁ ଉତ୍ତର ତ୍ରିପୁରାରେ ଭୁକମ୍ପ ଅନୂଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ ହୋଇଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ ।

earthquake

ଜାତୀୟ ସେସିମୋଲୋଜିର ସୂଚନାଅନୁସାରେ, ଉତ୍ତର ତ୍ରିପୁରାରେ ସମସ୍ତ ଜିଲ୍ଲା ଏହି ଭୂକମ୍ପ ହୋଇଛି । କୌଣସି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ ।

ତେବେ ରିପୋର୍ଟ ଅନୁଯାୟୀ ଏପର୍ଯୟନ୍ତ ସୁଦ୍ଧା ଭୂକମ୍ପରେ କୌଣସି ଧନଜୀବନ ହାନି ହୋଇନଥିବା ଜଣାପଡିଛି । ଏନସିଏସ ସୂଚନା ମୁତାବିକ ସୋମବାର ଭୋର ପ୍ରାୟ ୩ଟା ୫୬ମିନିଟରେ ୧୦ କିମି ଗଭୀରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+