Get Updates
Get notified of breaking news, exclusive insights, and must-see stories!

'ସଂସଦର ଆଗାମୀ ଅଧିବେଶନରେ ନକଲି ସାର ଓ କୀଟନାଶକ ଉତ୍ପାଦନ ରୋକିବା ଲାଗି ବିଧେୟକ ଆଗତ କରିବେ ସରକାର'

ସଂସଦର ଆଗାମୀ ଅଧିବେଶନରେ କେନ୍ଦ୍ର ସରକାର କୃଷି ଏବଂ କୃଷକମାନଙ୍କ କଲ୍ୟାଣ ନିମନ୍ତେ ନକଲି ସାର ଓ କୀଟନାଶକ ଉତ୍ପାଦନ ରୋକିବା ଲାଗି ବିଧେୟକ ଆଗତ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି । ଶ୍ରୀ ଚୌହ୍ବାନ ନକଲି ସାର, କୀଟନାଶକ ଏବଂ ଫସଲରେ ବ୍ୟବହୃତ ହେଉଥିବା ଅନ୍ୟ କେତେକ ଉପାଦନର ବିକ୍ରି ଓ ବ୍ୟବହାର ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଶ୍ରୀ ଚୌହ୍ଵାନ କହିଛନ୍ତି ଏ ସମ୍ବନ୍ଧରେ ଦୃଢ଼ ଆଇନ୍ ପ୍ରଣୟନ କରାଯିବ ଏବଂ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

parliament

ନୂଆଦିଲ୍ଲୀରେ ଚୌଧୁରୀ ଚରଣସିଂହ କିଶାନ ସମ୍ମାନ ଉତ୍ସବରେ ଉଦ୍‌ବୋଧନ ଦେବା ଅବସରରେ କହିଛନ୍ତି ସରକାର କୃଷିକ୍ଷେତ୍ରରେ ଘଟୁଥିବା ବିଭିନ୍ନ ନକଲି କାରବାର ପ୍ରତି ସଚେତନ ଅଛନ୍ତି ଓ ଦୃଢ଼ ପଦକ୍ଷେପ ନେବାଲାଗି ପ୍ରସ୍ତୁତ ହେଉଛନ୍ତି । ସଂପ୍ରତି ଶେଷ ହୋଇଥିବା ଶୀତକାଳୀନ ଅଧିବେଶନରେ ବିକଶିତ ଭାରତ ଜୀ ରାମ୍ ଜୀ ବିଲ୍ ୧୦୦ ଦିନ ପରିବର୍ତ୍ତେ ୧୨୫ଦିନର କର୍ମନିଯୁକ୍ତି ଗ୍ୟାରେଣ୍ଟି ଦେଉଥୁବା ଶ୍ରୀ ଚୌହ୍ଵାନ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+