ଶିରିଶ ଚନ୍ଦ୍ର ମୁର୍ମୁ ହେଲେ RBIର ଡେପୁଟି ଗଭର୍ଣ୍ଣର
ଆରବିଆଇ ଡେପୁଟି ଗଭର୍ଣ୍ଣର ନିଯୁକ୍ତିକୁ ନେଇ ଆସିଲା ବଡ ଖବର। ଶିରିଶ ଚନ୍ଦ୍ର ମୁର୍ମୁଙ୍କୁ ସୋମବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତ କରାଯାଇଛି।

ତାଙ୍କର ନିଯୁକ୍ତି ଅକ୍ଟୋବର ୯ ତାରିଖରୁ କାର୍ଯ୍ୟକାରୀ ହେବ ଏବଂ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ ତିନି ବର୍ଷ ପାଇଁ କାର୍ଯ୍ୟ କରିବେ। ବର୍ତ୍ତମାନ, ଏସ.ସି. ମୁର୍ମୁ କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ମୁର୍ମୁ ଏହି ସପ୍ତାହରେ ଅବସର ନେବାକୁ ଯାଉଥିବା ଏମ୍ ରାଜେଶ୍ୱର ରାଓଙ୍କ ସ୍ଥାନ ନେବେ।












Click it and Unblock the Notifications