ଏଣିକି କମ୍ପିଟେଟିଭ ପରୀକ୍ଷା ପ୍ରସ୍ତୁତି ପାଇଁ ସାହାଯ୍ୟ କରିବେ ସରକାର ? ଜାଣନ୍ତୁ ଏଥିରେ କିଏ ପାଇବେ ଏହି ସୁବିଧା

ନୂଆଦିଲ୍ଲୀ: କମ୍ପିଟେଟିଭ ପରୀକ୍ଷା ପ୍ରସ୍ତୁତି ପାଇଁ ଅଶାୟୀଙ୍କ ସାହାଯ୍ୟ କରିବେ ଭାରତ ସରକାର। ବର୍ଷ ୨୦୨୯ ସୁଦ୍ଧା ସରକାର ୧୨.୫ ଲକ୍ଷ ମେଧାବୀଙ୍କୁ ସହାୟତା ପ୍ରଦାନ କରିବେ। ଏହି ପଦକ୍ଷେପ ଦ୍ୱାରା ଗରିବ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତିରେ ସହାୟତା ମିଳିବ।

ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦୁଇଦିନ ବ୍ୟାପି ଚାଲିଥିବା ବୈଠକରେ ରାଜ୍ୟ ସରକାରଙ୍କ ସହିତ ଏହି ଯୋଜନା ବିଷୟରେ ଆଲୋଚନା କରିଥିଲେ। ଏହି ବୈଅଠାକାର ମୁଖ୍ୟ ଲକ୍ଷ୍ୟ ଥିଲା ନୂଆ ଶିକ୍ଷା ନୀତି ୨୦୨୦କୁ ସଠିକ ରୂପେ ଲାଗୁ କରିବା।

competitive exams

ସାଥି ଯୋଜନା ମାଧ୍ୟମରେ ସରକାର ପ୍ରତିଯୋଗିତା ମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଡିଜିଟାଲ ମଧ୍ୟମରେ ବିନା ମୂଲ୍ୟରେ ପାଠ୍ୟ ସାମଗ୍ରୀ ଯୋଗାଇଦେବେ। ଏହି ଯୋଜନା ମାଧ୍ୟମରେ କୁତ୍ରିମ ବୁଦ୍ଧିମତା(ଏଆଇ) ପ୍ରଚଳିତ ବ୍ୟବସ୍ଥା କରିବା ପାଇଁ ଆଇଆଇଟି ଏବଂ ଏମ୍ସ ଭଳି ଅନୁଷ୍ଠାନ ସହିତ ମିଳିତ ଭାବେ କାର୍ୟ୍ୟ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+