Get Updates
Get notified of breaking news, exclusive insights, and must-see stories!

ସାର ଉପଲବ୍ଧତାକୁ ଅଧିକ ସହଜ ଏବଂ ସଶକ୍ତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ;ଶିବରାଜ ସିଂ ଚୌହାନ

ନୂଆଦିଲ୍ଲୀରେ ପୁଷା କୃଷି ବିଜ୍ଞାନ ମେଳାକୁ ଆଜି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍‍ଘାଟନ କରିଛନ୍ତି । ସମାରୋହକୁ ସମ୍ବୋଧନ କରି ଶ୍ରୀଚୌହାନ କହିଛନ୍ତି, ସାର ଉପଲବ୍ଧତାକୁ ଅଧିକ ସହଜ ଏବଂ ସଶକ୍ତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ନକଲି କୀଟନାଶକ ବିକ୍ରିକୁ ପ୍ରତିହତ କରିବା ଏବଂ କୃଷକଙ୍କୁ ଋଣ ସୁବିଧା ପ୍ରଦାନକୁ ଅଧିକ ସହଜ କରିବା ଲକ୍ଷ୍ୟ ନେଇ
ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି ।

farmer

ଖୁବ୍‍ ଶୀଘ୍ର ଏଥିପାଇଁ କୃଷକ ପରିଚୟପତ୍ର ପ୍ରଚଳନ କରାଯିବ । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅଧୀନରେ ଚାଷୀଙ୍କୁ ପ୍ରାୟ ୧ ଲକ୍ଷ ୯୨ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସମନ୍ୱୟ ମାଧ୍ୟମରେ ଏଭଳି କୃଷିମେଳା ଆୟୋଜନ ଉପରେ ଶ୍ରୀ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏହି ମେଳା ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଜାରି ରହିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+